Only for Entertainment

ନୂଆ ରୂପରେ ପରଦାରେ ନଜର ଆସିବେ ରିୟା !

38

ଅଭିନେତ୍ରୀ ରିୟା ଆସୁଛନ୍ତି ନୂଆ ରୁପରେ । ନୂଆ ଓଡିଆ ଚଳଚ୍ଚିତ୍ର ‘ଯଉଠି ଥିଲେ ତୁ ମୋର’ରେ ସେ ନାୟକ ଆର୍ଯ୍ୟନଙ୍କ ସହ ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଥିବା ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ସମ୍ବିତ, ବବି ମିଶ୍ର, ପୁପିନ୍ଦର, ଐଶ୍ୱର୍ଯ୍ୟା ପ୍ରମୁଖ ଅଭିନୟ କରିଛନ୍ତି ।

ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏ ଚିତ୍ରରେ ସଙ୍ଗୀତକୁ ବେଶ୍ ଗୁରୁତ୍ୱ ଦିଆଯାଇଛି । ରୀୟା ଦୀର୍ଘ ଦିନ ବ୍ୟବଧାନରେ ଏହି ଚିତ୍ରରେ ଏକ ଚମତ୍କାର ଭୂମିକାରେ ଆସୁଛନ୍ତି । ପ୍ରଶଂସକମାନେ ତାଙ୍କୁ ଏଭଳି ଚରିତ୍ରରେ ଦେଖି ନିଶ୍ଚୟ ଖୁସି ହେବେ ରିୟା ଆଶା ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More