Only for Entertainment

ଜାଣନ୍ତୁ ଆଜିର ରାଶିଫଳ

82

 

ମେଷ: ବ୍ୟବସାୟରେ ଅଟକିଥିବା ପଇସା ପାଇବେ। ଉଚ୍ଚ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

 

ବୃଷ: ଊର୍ଜାବାନ ଓ ସକ୍ରିୟ ରହିବେ। ଘନିଷ୍ଠ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। ବ୍ୟବସାୟରେ ଅର୍ଥ ଲଗାଇବା ପାଇଁ ଭାବିପାରନ୍ତି। ଶୁଭରଙ୍ଗ: ଫିକା ହଳଦିଆ। ଶୁଭସ˚ଖ୍ୟା: ୧।

 

 

ମିଥୁନ: ଦିନଟି ଅନୁକୂଳ ରହିବ। ଭଲ ବ୍ୟବହାରରେ ଆଖପାଖର ଲୋକେ ପ୍ରଭାବିତ ହେବେ। ଭାବିଥିବା କାମ ପୂରା ହୋଇଯିବ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

 

କର୍କଟ: ଆପଣଙ୍କର ମନୋବଳ ଉଚ୍ଚା ରହିବ। ମିତ୍ରଙ୍କ ଠାରୁ କୌଣସି ଶୁଭ ଖବର ପାଇବେ। ଦାଂପତ୍ୟ ସମ୍ବନ୍ଧ ସୁଧାରିବା ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୩।

 

 

ସି˚ହ: ଭାଗ୍ୟର ସାଥ୍‌ ମିଳିବ। ଆପଣଙ୍କ ଊର୍ଜାରେ ଲୋକେ ପ୍ରଭାବିତ ହୋଇପାରନ୍ତି। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

 

କନ୍ୟା: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ଲାଭପ୍ରଦ ହେବ। ଦାଂପତ୍ୟ ଜୀବନରେ ପାରସ୍ପରିକ ବୁଝାମଣା ଭଲ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

 

ତୁଳା: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପରିବାରରେ ସୁଖ ସୌଭାଗ୍ୟ ବଢ଼ିବ। ଶୁଭରଙ୍ଗ: ଘିଅରଙ୍ଗ। ଶୁଭସ˚ଖ୍ୟା: ୯।

 

 

ବିଛା: ଆପଣଙ୍କ ପରିଶ୍ରମରେ ଭଲ ପରିଣାମ ମିଳିପାରେ। ମହତ୍ତ୍ବପୂର୍ଣ୍ଣ ମାମଲାରେ ମିତ୍ରଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ଅନୁକୂଳ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୫।

 

ଧନୁ: ଦିନଟି ଆପଣଙ୍କ ଜୀବନରେ ନୂଆ ମୋଡ଼ ଆଣିପାରେ। କାର୍ଯ୍ୟ ବ୍ୟସ୍ତତାରେ ରହିବା ହେତୁ ପରିବାର ପାଇଁ ସମୟ ଦେଇ ପାରିବେ ନାହିଁ। ଶିକ୍ଷକଙ୍କ ଠାରୁ ଲେଖାପଢ଼ାରେ ସ˚ପୂର୍ଣ୍ଣ ସହଯୋଗ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

 

ମକର: ଆପଣଙ୍କ ଜୀବନ ପାଇଁ ସଫଳତାର ଦିନଟିଏ। ସାମାଜିକ କାର୍ଯ୍ୟରେ ଅ˚ଶ ଗ୍ରହଣ କରିବେ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଅବିବାହିତଙ୍କ ଲାଗି ସୁନ୍ଦର ବିବାହ ପ୍ରସ୍ତାବ ଆସିବ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୩।

 

 

 

କୁମ୍ଭ: ଆପଣଙ୍କ ସ୍ନେହର ଆଭା ଅନ୍ୟକୁ ପ୍ରଭାବିତ କରିବ। ସାମାନ୍ୟ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ ସଫଳତା ମିଳିବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୮।

 

ମୀନ: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବୃଦ୍ଧି ହେବ। ପରିଶ୍ରମର ସ˚ପୂର୍ଣ୍ଣ ଫଳ ପାଇବେ। ଘରର ବାତାବରଣରେ ପ୍ରସନ୍ନତା ବଜାୟ ରହିବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୭।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More