Only for Entertainment

ଜାଣନ୍ତୁ ଆଜିର ରାଶିଫଳ

29

ମେଷ: ଅନ୍ୟ ଠାରୁ ପ୍ରେରଣା ମିଳିପାରେ। କର୍ମଜୀବୀ ମହିଳାଙ୍କୁ ଅଚାନକ ଧନପ୍ରାପ୍ତି। ସମାଜରେ ମାନ ସମ୍ମାନ ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୪।

 

ବୃଷ: ଆଗକୁ ବଢ଼ିବାର ଦିନଟିଏ। ପେସାରେ ଉନ୍ନତି। ବ୍ୟବସାୟରେ ଲାଭ ହେବ। ନୂଆ ପ୍ରେମ ପ୍ରସଙ୍ଗର ସମ୍ଭାବନା। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୩।

 

 

ମିଥୁନ: ସାମାଜିକ କାର୍ଯ୍ୟ କରିବାର ଅବସର ମିଳିବ। ସନ୍ଧ୍ୟା ସୁଦ୍ଧା ଭଲ ଖବର ପାଇବେ। ପରିବାର ଲୋକଙ୍କ ସହିତ ଭଲରେ ସମୟ ବିତିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୨।

 

କର୍କଟ: ବ୍ୟକ୍ତିତ୍ବ ଓ ଜୀବନଶୈଳୀରେ ପରିବର୍ତ୍ତନ ହୋଇପାରେ। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୧।

 

ସି˚ହ: ମିତ୍ରଙ୍କ ସହଯୋଗ ପାଇ ଶତ୍ରୁଙ୍କୁ ପରାଜିତ କରିବେ। ଅଚାନକ ଧନପ୍ରାପ୍ତି ହେବ। ମହିଳାଙ୍କୁ ନିଯୁକ୍ତି ସୁଯୋଗ। ଶୁଭରଙ୍ଗ: କଫିି ରଙ୍ଗ। ଶୁଭସ˚ଖ୍ୟା: ୪।

 

କନ୍ୟା: ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ ସଫଳତା ପାଇଁ ପ୍ରୟାସ କରିବେ। ଭଲ ଖବର ପାଇବେ। ବନ୍ଧୁଙ୍କ ସହିତ ସଂପର୍କ ଆହୁରି ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

 

ତୁଳା: ଲୋକଙ୍କ ବିଶ୍ବାସଭାଜନ ହେବେ। କାର୍ଯ୍ୟ କ୍ଷେତ୍ରରେ ସକ୍ରିୟ ରହିବେ। ସରକାରୀ କାମରେ କାହାରି ସାହାଯ୍ୟ ମିଳିପାରେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୭।

 

ବିଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ନିଜ ଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଆର୍ଥିକ ମାମଲାରେ ବୁଦ୍ଧିମତ୍ତାର ସହ କାମ କରନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

 

ଧନୁ: ଉତ୍ସାହିତ ରହିବେ। ବ୍ୟବସାୟରେ ବଡ଼ ସଉଦାର ଅ˚ଶୀଦାର ହୋଇପାରନ୍ତି। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୨।

 

ମକର: ଶୁଭ ସୂଚନା ପାଇବେ। ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୬।

 

କୁମ୍ଭ: ସପରିବାର ଧର୍ମସ୍ଥାନକୁ ଯାତ୍ରାରେ ଯିବେ। ସୁସମ୍ବାଦ ପାଇବେ। ପ୍ରେମ ପ୍ରସଙ୍ଗରେ ସବୁ କିଛି ଭଲ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୩।

 

ମୀନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି। ବନ୍ଧୁଙ୍କ ସାହାଯ୍ୟରେ କାମ ପୂରା ହେବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୩।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More