Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

154

ରବି, ସୋମ ଓ ମଙ୍ଗଳବାର: ପରିବାରରେ ଖୁସି ବୃଦ୍ଧି ହୋଇପାରେ। ବୁଧ ଓ ଗୁରୁବାର: ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଶୁକ୍ର ଓ ଶନିବାର: ଅଫିସ୍‌ରେ ବରିଷ୍ଠଙ୍କ ସାହାଯ୍ୟ ପାଇବେ।

ରବି, ସୋମ ଓ ମଙ୍ଗଳବାର: ନୂଆ ଶିଖିବାର ଅବସର ମିଳିବ। ବୁଧ ଓ ଗୁରୁବାର: ବୈବାହିକ ଜୀବନ ଖୁସିଭରା ରହିବ। ଶୁକ୍ର ଓ ଶନିବାର: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ।

ରବି, ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷେତ୍ରରେ ଯଥେଷ୍ଟ ସଫଳତା ମିଳିବ। ବୁଧ ଓ ଗୁରୁବାର: ଲୋକେ ଆପଣଙ୍କ କାମର ପ୍ରଶଂସା କରିବେ। ଶୁକ୍ର ଓ ଶନିବାର: ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

ରବି, ସୋମ ଓ ମଙ୍ଗଳବାର: କିଛି ଭଲ କାମରେ ସହଯୋଗ କରିପାରନ୍ତି। ବୁଧ ଓ ଗୁରୁବାର: ବରିଷ୍ଠଙ୍କ ସହଯୋଗରେ ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହେବ। ଶୁକ୍ର ଓ ଶନିବାର: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।

ରବି, ସୋମ ଓ ମଙ୍ଗଳବାର: ଭାଗ୍ୟର ସଂପୂର୍ଣ୍ଣ ରୂପେ ସହଯୋଗ ପାଇବେ। ବୁଧ ଓ ଗୁରୁବାର: ନୂଆ ଯୋଜନା ପ୍ରସ୍ତୁତ କରିବାରେ ସଫଳ ହେବେ। ଶୁକ୍ର ଓ ଶନିବାର: ସରକାରୀ ଚାକିରିଆଙ୍କ ଲାଗି ସମୟ ଭଲ।

ରବି, ସୋମ ଓ ମଙ୍ଗଳବାର: କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ମିଶିବାର ଅବସର ମିଳିବ। ବୁଧ ଓ ଗୁରୁବାର: ପ୍ରେମ ସମ୍ବନ୍ଧରେ କିଛି ମତଭେଦ ହୋଇପାରେ। ଶୁକ୍ର ଓ ଶନିବାର: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: ଅଧିକାରୀଙ୍କ ସହିତ ବିଶେଷ ସଂକ୍ରାନ୍ତରେ ଆଲୋଚନା କରିବେ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନ ମଧୁର ରହିବ। ଶୁକ୍ର ଓ ଶନିବାର: କୌଣସି ପ୍ରକାର ବାଦବିବାଦ ଠାରୁ ଦୂରରେ ରୁହନ୍ତୁ।

ରବି, ସୋମ ଓ ମଙ୍ଗଳବାର: ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଶୁକ୍ର ଓ ଶନିବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ରବି, ସୋମ ଓ ମଙ୍ଗଳବାର: ଚାକିରି କାମରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ଶୁକ୍ର ଓ ଶନିବାର: ଛାତ୍ରଙ୍କୁ ପରିଶ୍ରମର ସଂପୂର୍ଣ୍ଣ ରୂପେ ପରିଣାମ ହାସଲ ହେବ।

ରବି, ସୋମ ଓ ମଙ୍ଗଳବାର: ଆପଣଙ୍କର କାମ ସହଜରେ ପୂରା ହୋଇଯିବ। ବୁଧ ଓ ଗୁରୁବାର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଶୁକ୍ର ଓ ଶନିବାର: ପଡ଼ାପଡ଼ୋଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ରହିବେ।

ରବି, ସୋମ ଓ ମଙ୍ଗଳବାର: କାରବାରରେ ପଇସା ଲଗାଇବା ପାଇଁ ଭାବି ପାରନ୍ତି। ବୁଧ ଓ ଗୁରୁବାର: ଛାତ୍ରଙ୍କୁ ଅତିଶୀଘ୍ର ସଫଳତା ମିଳିବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମିଷ୍ଟତା ଆସିବ।

ରବି, ସୋମ ଓ ମଙ୍ଗଳବାର: କୌଣସି ଭଲ କାମ ମିଳିପାରେ। ବୁଧ ଓ ଗୁରୁବାର: ବିବାହିତ ଲୋକଙ୍କ ଲାଗି ସମୟ ବହୁତ ଭଲ। ଶୁକ୍ର ଓ ଶନିବାର: ପରିବାରର ମାଙ୍ଗଳିକ ଆୟୋଜନରେ ରୂପରେଖ ପ୍ରସ୍ତୁତ କରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More