Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

47

ରବିବାର: ପ୍ରିୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ସୋମ ଓ ମଙ୍ଗଳବାର: ଜରୁରୀ କାମରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ଶତ୍ରୁଙ୍କୁ ପାରାସ୍ତ କରିବେ। ଶୁକ୍ର ଓ ଶନିବାର: କିଛି ନୂଆ କରିବା ପାଇଁ ଭାବିବେ।

ରବିବାର: ଆର୍ଥିକ ଲାଭ ହେବ। ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବା ପାଇଁ ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଶୁକ୍ର ଓ ଶନିବାର: ଭାବିଥିବା କାମ ପୂରା ହୋଇଯିବ।

ରବିବାର: ନୂଆ ଦାୟିତ୍ଵ ତୁରନ୍ତ ମିଳିପାରେ। ସୋମ ଓ ମଙ୍ଗଳବାର: କିଛି କାମରେ ଭଲ ନଜର ଆସିବ। ବୁଧ ଓ ଗୁରୁବାର: କାମ ବୋଝ ଅଧିକ ହୋଇପାରେ। ଶୁକ୍ର ଓ ଶନିବାର: ବନ୍ଧୁଙ୍କ ସହିତ ଭ୍ରମଣରେ ଯିବେ।

ରବିବାର: ବ୍ୟକ୍ତିତ୍ଵ ବିକଶିତ ହୋଇପାରେ। ସୋମ ଓ ମଙ୍ଗଳବାର: କୌଣସି ବିଶେଷ କାମ କରିବେ। ବୁଧ ଓ ଗୁରୁବାର: ପଇସା କମେଇବା ପାଇଁ ସୁଯୋଗ ମିଳିବ। ଶୁକ୍ର ଓ ଶନିବାର: କିଛି ଖର୍ଚ୍ଚ ଫାଲ୍‌ତୁ ହୋଇପାରେ।

ରବିବାର: ନୂଆ ଅନୁଭବ ପ୍ରାପ୍ତ ହେବ। ସୋମ ଓ ମଙ୍ଗଳବାର: ବନ୍ଧୁଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ବୁଧ ଓ ଗୁରୁବାର: କୌଣସି ବିଶେଷ କାମରେ ଫାଇଦା ହୋଇପାରେ। ଶୁକ୍ର ଓ ଶନିବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ରବିବାର: ସାମାଜିକ କାର୍ଯ୍ୟରେ ମନ ଲାଗିବ। ସୋମ ଓ ମଙ୍ଗଳବାର: କାରବାରରେ ଯଥେଷ୍ଟ ଲାଭ ହେବ। ବୁଧ ଓ ଗୁରୁବାର: ଘରର ମାହୋଲ ଖୁସିଭରା ରହିବ। ଶୁକ୍ର ଓ ଶନିବାର: ଆୟ ବଢ଼ିବ।

ରବିବାର: ମିତ୍ରଙ୍କ ସହଯୋଗ ମିଳିବ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ପରିବାରର ଦାୟିତ୍ଵକୁ ପୂରା କରିବେ। ଶୁକ୍ର ଓ ଶନିବାର: କୌଣସି ନୂଆ କାମ ଆରମ୍ଭ କରିବେ।

ରବିବାର: ସବୁ କାମ ମନମୁତାବକ ପୂରା ହେବ। ସୋମ ଓ ମଙ୍ଗଳବାର: କାରବାରରେ ଫାଇଦା ହେବ। ବୁଧ ଓ ଗୁରୁବାର: ସମାଜରେ ମାନସମ୍ମାନ ପାଇବେ। ଶୁକ୍ର ଓ ଶନିବାର: ତର୍କ ଶକ୍ତି କାମରେ ଆସିବ।

ରବିବାର: କୌଣସି ଭଲ ଅବସର ମିଳିପାରେ। ସୋମ ଓ ମଙ୍ଗଳବାର: ସୀମା ବୃଦ୍ଧି କରିବାରେ ଉଦ୍ୟମ କରିବେ। ବୁଧ ଓ ଗୁରୁବାର: ଚାକିରିରେ କର୍ତ୍ତୃତ୍ଵ ବଢ଼ିବ। ଶୁକ୍ର ଓ ଶନିବାର: ରାଜନୀତିରେ ରୁଚି ବଢ଼ିବ।

ରବିବାର: ଉନ୍ନତି ଲାଗି ଯୋଜନା କରିବେ। ସୋମ ଓ ମଙ୍ଗଳବାର: କୌଣସି କାମରେ ଫାଇଦା ହୋଇପାରେ। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ସହଭାଗିତା କରିବେ। ଶୁକ୍ର ଓ ଶନିବାର: ପ୍ରତିଷ୍ଠା ଲାଗି ଅବସର ମିଳିବ।

ରବିବାର: ସବୁ ସମସ୍ୟାର ସମାଧାନ ହେବ। ସୋମ ଓ ମଙ୍ଗଳବାର: କିଛି ନୂଆ କରିବା ପାଇଁ ଭାବିବେ। ବୁଧ ଓ ଗୁରୁବାର: ନୂଆ ଦାୟିତ୍ଵ ନେବାରେ ସଂକୋଚ କରିପାରନ୍ତି। ଶୁକ୍ର ଓ ଶନିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ।

ରବିବାର: ବନ୍ଧୁ ମିଳନ। ସୋମ ଓ ମଙ୍ଗଳବାର: ଆୟର ନୂଆ ସ୍ରୋତ ମିଳିବ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ଠାରୁ ଢେର୍‌ସାରା ପ୍ରେମ ପାଇବେ। ଶୁକ୍ର ଓ ଶନିବାର: ପରିଶ୍ରମ କରନ୍ତୁ ସୁଫଳ ପାଇବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More