Only for Entertainment

ଜାଣନ୍ତୁ ଆଜିର ରାଶିଫଳ

31

ମେଷ: ବେପାରରେ ଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୪।

ବୃଷ: ପୂଜାପାଠରେ ସମୟ ବିତିବ। ଜୀବନସାଥୀଙ୍କୁ ହୃଦୟର କଥା କହିବେ। ଋଣ ସହିତ ଆନୁଷଙ୍ଗିକ କାର୍ଯ୍ୟ ପୂରା ହେବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୯।

ମିଥୁନ: ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାର୍ଯ୍ୟରେ ବାଧା ଉପୁଜିବ। ଅଫିସରେ ବରିଷ୍ଠଙ୍କ ସହିତ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୧।

କର୍କଟ: ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ରାଜନୀତିରେ ସଫଳତା ପାଇବେ। ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ସମୟ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

ସି˚ହ: ଜୀବନ ଲାଗି ସଫଳତାର ଦିନଟିଏ। ବିନା ବାଧାବିଘ୍ନରେ ନିତିଦିନିଆ କାମ ସ˚ପନ୍ନ ହେବ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୪।

କନ୍ୟା: ନିଜକୁ ଊର୍ଜାବାନ ଅନୁଭବ କରିବେ। ବ୍ୟବସାୟରେ ଆପଣଙ୍କର ଲାଭ ହେବ। ପାରିବାରିକ ସମସ୍ୟାର ସମାଧାନ ବାହାରିବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୨।

ତୁଳା: ଦିନଟି ଆପଣଙ୍କ ଲାଗି ଲାଭପ୍ରଦ। ଚାକିରିରେ ବିଶେଷ ସଫଳତା ହାସଲ ହେବ। ସମାଜ ସେବା କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୩।

ବିଛା: ଇଷ୍ଟଦେବଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ପାଇବେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ମିଳିପାରେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୯।

ଧନୁ: ଆପଣଙ୍କ ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ବଡ଼ଙ୍କ ସମ୍ମତି ଆପଣଙ୍କ ଲାଗି ବରଦାନ ସାବ୍ୟସ୍ତ ହେବ। ଆଇନକାନୁନ ମାମଲାର ସମାଧାନ ସହଜ ହୋଇପାରେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୧।

ମକର: ଦିନଟି ଆପଣଙ୍କ ଲାଗି ଶୁଭଙ୍କର ହେବ। ସକାରାତ୍ମକ ପରିବର୍ତ୍ତନ ଆସିବ। ବ୍ୟବସାୟର ଅ˚ଶୀଦାରଙ୍କ ସହିତ ଜରୁରୀ ଆଲୋଚନା କରିବେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୫।

କୁମ୍ଭ: କାମକୁ ପୂରା କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଆର୍ଥିକ ମାମଲାରେ ହଇରାଣ ହୋଇପାରନ୍ତି। ଜରୁରୀ କାମରେ ଯାତ୍ରା‌େର ଯିବେ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୩।

ମୀନ: ଆର୍ଥିକ ଲାଭ ପାଇଁ ଶୁଭ ଦିନଟିଏ। ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। ଅବିବାହିତଙ୍କୁ ଜୀବନସାଥୀ ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More