Only for Entertainment

ଜାଣନ୍ତୁ ଆଜିର ରାଶିଫଳ

24

ମେଷ: କାମରେ ସଫଳତା ମିଳିବ। ବ୍ୟବସାୟରେ ବୃଦ୍ଧି। ପରିବାର ଲୋକଙ୍କ ସହିତ ଖୁସିରେ ସମୟ ବିତିବ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୮।

ବୃଷ: ଜୀବନକୁ ସୁନ୍ଦର କରିବାର ଉତ୍ତମ ସୁଯୋଗ। ଅଫିସରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଜୀବନସାଥୀଙ୍କ ସାନିଧ୍ୟ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

ମିଥୁନ: ବ୍ୟବସାୟରେ ବଡ଼ କାରବାର ପାଇଁ ଚୁକ୍ତି ହୋଇପାରେ। ଧାର ଟଙ୍କା ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୫।

କର୍କଟ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। କାମରେ ସଫଳତା। ନେତା ଓ ଉଚ୍ଚାଧିକାରୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

ସି˚ହ: ସକାରାତ୍ମକ ଭାବନାରେ ରହନ୍ତୁ, କଠିନ କାର୍ଯ୍ୟ ସହଜ ହେବ। ପ୍ରେମ ପ୍ରସଙ୍ଗରେ ସବୁ କିଛି ଭଲ ହେବ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୩।

କନ୍ୟା: ଯୋଜନାକୁ ଗୋପନ ରଖନ୍ତୁ। କାମର ତାଲିକାକରି ଆଗକୁ ବଢ଼ନ୍ତୁ। ରାଜନୀତିରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ତୁଳା: ଅଫିସରେ ପୁରୁଣା ସମସ୍ୟା ସମାଧାନ ହୋଇପାରେ। ବ୍ୟବସାୟରୁ ଭଲ ଫଳାଫଳ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ବିଛା: ସପରିବାର ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ଅଧୁରା ଥିବା କାମ ବନ୍ଧୁଙ୍କ ସହଯୋଗରେ ପୂରା ହେବ। ସମାଜିକ ସମ୍ମାନ ବୃଦ୍ଧି। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୫।

ଧନୁ: ଜୀବନସାଥୀଙ୍କ ପରାମର୍ଶରେ ନୂଆ କାର୍ଯ୍ୟରେ ଅର୍ଥ ଲଗାଇବେ। ସମାଜିକ ସଂପର୍କ ବୃଦ୍ଧି। ଚାକିରିରେ ପଦୋନ୍ନତି। ଶୁଭରଙ୍ଗ: ଘିଅ ରଙ୍ଗ। ଶୁଭସ˚ଖ୍ୟା: ୯।

ମକର: ବ୍ୟବସାୟରୁ ଲାଭ। ବିଦେଶରେ ଚାକିରି ସମ୍ଭାବନା। ବୈବାହିକ ଜୀବନରେ ସୁଖଶାନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

କୁମ୍ଭ: ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଆତ୍ମବିଶ୍ବାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ। ମିତ୍ରଙ୍କ ମାଧୢମରେ ଲାଭ ମିଳିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୪।

ମୀନ: ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି। ସ୍ବତନ୍ତ୍ର ବିଷୟରେ ଉପରିସ୍ଥ ଅଧିକାରୀଙ୍କ ସହିତ କଥାବାର୍ତ୍ତା ହେବେ। ବ୍ୟବସାୟରୁ ଲାଭ କମ୍‌ ମିଳିପାରେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୭।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More