Only for Entertainment

ରିଲିଜ ହେଲା ରୋମାଂଟିକ୍ – କମେଡି ଫିଲ୍ମ ଚିରକୂଟର ଏକ ଫନି ଟ୍ରାକ୍ ‘ମୁଁ ଗୋଟେ ଚୋଖା ଟୋକା’

you tube
68

ଆଗାମୀ ଓଲିଉଡ୍ ରୋମାଂଟିକ୍ – କମେଡି ଫିଲ୍ମ ଚିରକୂଟର ଏକ ଫନି ଟ୍ରାକ୍ ‘ମୁଁ ଗୋଟେ ଚୋଖା ଟୋକା’ ମୁକ୍ତିଲାଭ କରିଛି । ଗୀତରେ ନାୟକ ଅରୋଜିତ୍ ଓ ନାୟିକା ଅନନ୍ୟାଙ୍କୁ ଦେଖିବାକୁ ମିଳିଛି । ଏହି ଫନି ଟ୍ରାକରେ କଣ୍ଠଦାନ କରିଛନ୍ତି ଦେବେଶ ପତି । ଆଉ ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ପପୁ ପମ୍ ପମ୍ । ଯିଏ ଏହି ସିନେମାର କାହାଣୀ, ସ୍କ୍ରିନ୍ ପ୍ଲେ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଗୀତର ଲିରିକ୍ସ ଦେଇଛନ୍ତି ଡକ୍ଟର୍ ଦୀପକ ଜେନା । ଅକ୍ଷୟ ପରଜା ଓ ପ୍ରକାଶ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାଟି ଆସନ୍ତା ରଜ ଅବସରରେ ପରଦାକୁ ଆସିବ ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More