Only for Entertainment

ଆଗାମୀ ଓଡିଆ ଚଳଚ୍ଚିତ୍ର ଜଙ୍ଗଲର ପ୍ରଥମ ଟ୍ରେଲର ରିଲିଜ !

49

ଆଗାମୀ ଓଡିଆ ଚଳଚ୍ଚିତ୍ର ଜଙ୍ଗଲର ପ୍ରଥମ ଟ୍ରେଲର ରିଲିଜ ହୋଇଛି । ଆଧୁନିକତାର ବହୁ ପୂର୍ବରୁ କାଳ୍ପନିକ କାହାଣୀକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ସୁରଜ ତ୍ରିପାଠୀ ଓ ଆହାନା ବରଳାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଅପକମିଂ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଟି ଗଣେଷ । ଖୁବଶୀଘ୍ର ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More