Only for Entertainment

ଜାଣନ୍ତୁ ଆଜିର ରାଶିଫଳ

28

ମେଷ: ପୁରୁଣା କଥା ଭାବି ଚିନ୍ତାରେ ରହ‌ିବେ। ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। ଗାଡ଼ି ଚଳାଇବାବେଳେ ସାବଧାନ ରହନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୨।

 

ବୃଷ: ନକରାତ୍ମକ ଚିନ୍ତାରୁ ମୁକ୍ତି। ଅଫିସରେ ସମସ୍ତଙ୍କ ସହଯୋଗ ମିଳିବ। ବିବାହିତଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୫।

 

 

ମିଥୁନ: ଧାର୍ମିକ କାର୍ଯ୍ୟରେ ସମୟ ବିତିପାରେ। ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ବଢ଼ିବ। ଦୂରସ୍ଥାନକୁ ଭ୍ରମଣ ଯୋଗ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

 

କର୍କଟ: ଭାଗ୍ୟ ସହାୟକ ହେବ। ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନାରୁ ଲାଭ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଉତ୍ତମ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୬।

 

ସି˚ହ: ସାମାଜିକ କାର୍ଯ୍ୟରେ ଯୋଗଦାନ। ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ। ଜୀବିକା ସ˚କ୍ରାନ୍ତରେ ଶୁଭ ଫଳ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୭।

 

କନ୍ୟା: ଦିନଟି ଶୁଭଙ୍କର। କାମରେ ବାଧା ଉପୁଜିବ ନାହିଁ। ବ୍ୟବସାୟୀଙ୍କୁ ଲାଭ ମିଳିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୪।

 

ତୁଳା: ସାମାଜିକ କାର୍ଯ୍ୟରେ ମନ ଲାଗିବ। ବ୍ୟବସାୟରେ ବିକ୍ରି ବଢ଼ିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

 

ବିଛା: କୌଣସି ଲକ୍ଷ୍ୟକୁ ନେଇ ଉତ୍ସାହିତ ହେବେ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୫।

 

ଧନୁ: ଧର୍ମ-କର୍ମରେ ରୁଚି। ଗୁରୁଜନଙ୍କ ପ୍ରତି ଦୟାଭାବ। ଅଫିସରେ କାମ ପାଇଁ ପ୍ରଶ˚ସିତ ହେବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୯।

 

ମକର: ସଫଳତା ପାଇବାର ଦିନଟିଏ। ଜରୁରୀ କାମ ସମାପ୍ତ କରିବା ଯୋଗୁଁ ଆରାମ ଅନୁଭବ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୬।

 

କୁମ୍ଭ: ଦିନଟି ଅନୁକୂଳ। ଠିକ୍‌ ଭାବେ କାମକରି ଅଧିକ ସମସ୍ୟାର ସମାଧାନ କରିନେବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

 

ମୀନ: ଦିନଟି ଭଲରେ କଟିବ। ସବୁଆଡ଼ୁ ଲାଭ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାର କରିନେବେ। ଧନ ପ୍ରାପ୍ତି ଯୋଗ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More