Only for Entertainment

ଜାଣନ୍ତୁ ଆଜିର ରାଶିଫଳ

33

ମେଷ: ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ସୁନ୍ଦର କରିବ। ବନ୍ଧୁଙ୍କ ଠାରୁ ପରାମର୍ଶ ନେବେ। ଦାମ୍ପତ୍ୟ ଜୀବନ ସୁଖମୟ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୪।

 

ବୃଷ: ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରାଇବ। ଧନ ଲାଭର ସୁଯୋଗ। ବ୍ୟବସାୟରେ ଉନ୍ନତି। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୩।

 

 

ମିଥୁନ: ତର୍କ ଜ୍ଞାନ ଦ୍ବାରା ଅନ୍ୟମାନଙ୍କୁ ଆକୃଷ୍ଟ କରିବେ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

 

କର୍କଟ: ସଫଳତା ପ୍ରାପ୍ତିର ଦିନଟିଏ। କାମ ପାଇଁ ପ୍ରଶ˚ସିତ ହେବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୨।

 

ସି˚ହ: ଦିନ ସାରା ଉତ୍ସାହିତ ରହ‌େିବ ଓ ସାମର୍ଥ୍ୟ ଅନୁସାରେ କାର୍ଯ୍ୟ କରିବେ। ପରିଶ୍ରମର ଫଳ ମିଳିବ। ଧାର ଟଙ୍କା ଫେରିପାଇବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୬।

 

କନ୍ୟା: କ୍ରମାଗତ ପ୍ରୟାସ ଆପଣଙ୍କୁ ସଫଳତା ଦେବ। ସରକାରୀ କାମ ପୂରା ହେବ। ଛାତ୍ରଙ୍କୁ ଭଲ ଫଳ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

 

ତୁଳା: ଆପଣ ଉତ୍ସାହ ଓ ପ୍ରେରଣାରେ ଭରି ରହିବେ। କୌଣସି ବିଶେଷ କାମରେ ମନୋନିବେଶ କରିପାରନ୍ତି। ଜୀବନସାଥୀଙ୍କ ସହ ଅଧିକ ସମୟ ବିତିବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

 

ବିଛା: ସୁସ୍ଥ ଓ ସତେଜ ରହ‌ିବେ। ସଚ୍ଚୋଟପଣିଆ ପାଇଁ ପ୍ରଶଂସିତ ହେବେ। ଦାଂପତ୍ୟ ଜୀବନ ସୁଖମୟ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

 

ଧନୁ: ସପରିବାର ଧାର୍ମିକସ୍ଥଳକୁ ଯାଇପାରନ୍ତି। ନୂଆ ବିଚାର ଆସିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୫।

 

ମକର: ଘର ଲୋକଙ୍କ ସହିତ ଅଧିକ ସମୟ ବିତିବ। ରାଜନୀତିଜ୍ଞଙ୍କ ମାନ ସମ୍ମାନ ବୃଦ୍ଧି ହେବ। ଧନଲାଭର ସୁଯୋଗ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

 

କୁମ୍ଭ: ରଚନାତ୍ମକ କାର୍ଯ୍ୟରେ ରୁଚି। ଆର୍ଥିକ ସ୍ଥିତି ଭଲ। ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ। ରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୬।

 

ମୀନ: ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବିଚାର କରିପାରନ୍ତି। ଚାକିରି ସନ୍ଧାନରେ ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More