Only for Entertainment

ପ୍ୟାରିସରେ ବ୍ଲାକ ଗାଉନ ସହ ଦେଖିବାକୁ ମିଳିଲା ଐଶ୍ୱର୍ଯ୍ୟାଙ୍କ କିଲର ଲୁକ ।

navbharattimes
0 38

ଯେତେବେଳେ ଡ୍ରେସଅପ ହେବାର କଥା ଆସେ ସେତେବେଳେ ପୂର୍ବ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ସବୁବେଳେ ସରପ୍ରାଇଜ ଦିଅନ୍ତି ତାଙ୍କ ଲୁକରେ । ତାଙ୍କୁ ଜଣା ଅଛି ଯେ ବିଦେଶ ଯାତ୍ରାରେ କିଭଳି ପୋଷାକ ପିନ୍ଧିଲେ ତାଙ୍କ ଲୁକ ସମସ୍ତଙ୍କୁ ଆକର୍ଷିତ କରିପାରିବ । ସେ ଏବେ ଏକ ୱାଚ୍ ବ୍ରାଣ୍ଡର ପ୍ରମୋଶନାଲ ଇଭେଂଟ ପାଇଁ ପ୍ୟାରିସ ଯାତ୍ରା କରିଛନ୍ତି । ଏଥିରେ ସେ ଖୁବ ଆକର୍ଷକ ଲୁକରେ ନଜର ଆସିଛନ୍ତି ।

Today ….✨

A post shared by AishwaryaRaiBachchan (@aishwaryaraibachchan_arb) on

ସେ ହାଲକା କଳା ରଂଗର ପ୍ୟାଚ ୱାର୍କ ଗାଉନରେ ସବୁଠାରୁ ଅଲଗା ଏବଂ ଖୁବ ସୁନ୍ଦର ନଜର ଆସୁଛନ୍ତି । ଏହି ଗାଉନ ସହ ସେ କଳା ରଂଗର ହିଲ ମଧ୍ୟ ପିନ୍ଧିଛନ୍ତି ।

A post shared by AishwaryaRaiBachchan (@aishwaryaraibachchan_arb) on

ତାଙ୍କର ରେଡିସ ବ୍ରାଉନ କେଶ ତାଙ୍କୁ ଖୁବ ମାନୁଛି । ଐଶ୍ୱର୍ଯ୍ୟାଙ୍କ ସହ ରାଇଡସର ମଜା ନେଉଥିବା ତାଙ୍କ ଝିଅ ମଧ୍ୟ ଏହି ଇଭେଂଟରେ ନଜର ଆସିଛନ୍ତି । ଆରାଧ୍ୟା ମଧ୍ୟ ମୋନୋକ୍ରୋମ ଗାଉନ ପିନ୍ଧିଛନ୍ତି ।

???

A post shared by AishwaryaRaiBachchan (@aishwaryaraibachchan_arb) on

ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କ ମା’ ବୃନ୍ଦା ରାୟ ମଧ୍ୟ ନଜର ଆସିଥିଲେ ଏହି ଇଭେଂଟରେ । ଐଶ୍ୱର୍ଯ୍ୟା ଏହି ଗାଉନ ସହ ମେକଅପ ଖୁବ କମ ନେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More