Only for Entertainment

ଅକ୍ଷୟଙ୍କ ଖୁଲାସା ଭବିଷ୍ୟତରେ ବଲିଉଡରେ ରୁଲ୍ କରିବେ ଏହି ଖାନ !

ndtv
56

ବଲିଉଡ ଅଭିନେତା ଅକ୍ଷୟ କୁମାର ଏବେ ନିଜର ଆଗାମୀ ଫିଲ୍ମ ‘ମିଶନ ମଙ୍ଗଳ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ଚଳିତ ମାସ ୧୫ ତାରିଖରେ ରିଲିଜ ହେବ । ମିଶନ ମଙ୍ଗଳର ପ୍ରମୋଶନ ସମୟରେ ଅକ୍ଷୟ ବଲିଉଡର ଫ୍ୟୁଚର ବିଷୟରେ ଖୁଲାସା କରିଛନ୍ତି । ଫିଲ୍ମର ପ୍ରମୋସନ ସମୟରେ ଅକ୍ଷୟ କୁମାର ଏବଂ ତାଙ୍କ ଟିମ ଏକ ଉଣ୍ଟରଭ୍ୟୁ ଦେଇଥିଲେ । ଏହି ଇଣ୍ଟରଭ୍ୟୁରେ ଭବିଷ୍ୟତରେ ବଲିଉଡରେ କିଏ ରୁଲ କରିବ ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତର ଦେଇ ଅକ୍ଷୟ ତୈମୁରଙ୍କ ନାମ ନେଇଥିଲେ ।

 

 

View this post on Instagram

 

For more follow @taimuralikhan_cutiepie #pataudi #kareenakapoorkhan #kareenakapoor #saifalikhan #taimuralikhan #taimuralikhanpataudi

A post shared by Taimur Ali Khan Pataudi (@taimuralikhan_cutiepie) on

ରିପୋର୍ଟ ଅନୁସାରେ ଇଣ୍ଟରଭ୍ୟୁରେ ଅକ୍ଷୟ କୁମାରଙ୍କୁ ବଲିଉଡର ଫ୍ୟୁଚର ବିଷୟରେ ପଚରା ଯିବାରୁ ସେ କିଛି ସମୟ ଶାନ୍ତ ରହିଥିଲେ । ଏହାପରେ ତାପସୀ ଅକ୍ଷୟଙ୍କୁ ତୈମୁରଙ୍କ ନାମ ନେବା ପାଇଁ କହିଥିଲେ । ପରେ ଅକ୍ଷୟ ତୈମୁରଙ୍କ ନାଁ କହିଥିଲେ । ଏହା ପରେ ବିଦ୍ୟା ବାଲା ନ ମଧ୍ୟ ଦୁହିଁଙ୍କ ଉତ୍ତରକୁ ପସନ୍ଦ କରିଥିଲେ ।

କହିରଖୁଛୁ ଯେ, ତୈମୁରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ । ତାଙ୍କର କ୍ୟୁଟ ଅନ୍ଦାଜକୁ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ଖୁବ ପସନ୍ଦ କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More