Only for Entertainment

ପବ୍ଲିକରେ ବୟଫ୍ରେଣ୍ଡ ବିକାଶ ଜୈନଙ୍କୁ କିସ୍ କରୁଥିବାର ନଜର ଆସିଲେ ଅଙ୍କିତା ଲୋଖଣ୍ଡେ, ରୋମାଣ୍ଟିକ ଭିଡିଓ ଭାଇରାଲ

instagram
60

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ନିଜ ବୟଫ୍ରେଣ୍ଡ ବିକାଶ ଜୈନଙ୍କୁ କିସ କରୁଥିବାର ନଜର ଆସିଛନ୍ତି ।

ଅସଲରେ ବୁଧବାର ରାତିରେ ଅଙ୍କିତା ଏକ ବିବାହରେ ଯୋଗ ଦେଇଥିଲେ । ଏହି ବିବାହ ଉତ୍ସବରେ ଅଙ୍କିତା ଖୁବ ଠୁମକା ମଧ୍ୟ ଲଗାଇଥିଲେ । ବିବାହରେ ଅଙ୍କିତାଙ୍କ ସହିତ ବୟଫ୍ରେଣ୍ଡ ବିକାଶ ଜୈନ ମଧ୍ୟ ତାଳ ଦେଇ ଡ୍ୟାନ୍ସ କରିଥିଲେ । ଡ୍ୟାନ୍ସ କରୁଥିବା ସମୟରେ ଅଙ୍କିତା ବୟଫ୍ରେଣ୍ଡ ବିକାଶଙ୍କୁ ଆଲିଙ୍ଗନ କରି କିସ କରିଥିଲେ । ଯାହାକୁ ଦେଖିଲେ ଲାଗୁଛି ଅଙ୍କିତା ଏହି ରିଲେସନସିପରେ ଆଗକୁ ବଢିଲେଣି ।

 

View this post on Instagram

 

#ankitalokhande with boyfriend #Vicky #kissingvideo

A post shared by Chauthi Duniya (@chauthi_duniya) on

କହିରଖୁଛୁ ଯେ, ବିକାଶ ପେଶାରେ ଜଣେ ବିଜନେସମ୍ୟାନ । ସେ ବକ୍ସ କ୍ରିକେଟ ଲିଗରେ ମୁମ୍ବାଇ ଟିମର କୋ-ଓନର । ଖବର ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ବିକାଶ ଏବଂ ଅଙ୍କିତା ଖୁବ ଶୀଘ୍ର ବିବାହ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More