Only for Entertainment

ଅନୁଷ୍କାଙ୍କ ସହିତ ସେଲ୍ଫି ନେବାକୁ ଚାହୁଁଥିଲେ ଫ୍ୟାନ୍ସ, କିନ୍ତୁ ଅଭିନେତ୍ରୀଙ୍କ କାର୍ଯ୍ୟକଳାପ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।ଭିଡ଼ିଓ ଭାଇରାଲ ।

ndtv
41

ସିଙ୍ଗାପୁରରେ ମାଡାମ ତୁଷାଦ ମ୍ୟୁଜିୟମରେ ଅନୁଷ୍କା ଶର୍ମାଙ୍କ ପ୍ରତିମୂର୍ତ୍ତି ସବୁଠାରୁ ଭିନ୍ନ । କାରଣ ଏହା ପ୍ରଥମ ପ୍ରତିମୂର୍ତ୍ତି ଯିଏ କଥା କହୁଛି ଏବଂ ଏହା ସହିତ କେତେକ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି ସେହି ପ୍ରତିମୂର୍ତ୍ତି ଠାରୁ । କିନ୍ତୁ ସେଠାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଯାହା ନିହାତି ଭାବରେ ଆଶ୍ଚର୍ଯ୍ୟଜନକ । କାରଣ ଫ୍ୟାନ୍ସମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

 

ବାସ୍ତବରେ ଅନୁଷ୍କା ନିଜେ ଯାଇ ଷ୍ଟାଚ୍ୟୁ ଭଳି ଛିଡ଼ା ହୋଇ ଯାଇଥିଲେ । ଯାହାପରେ ମ୍ୟୁଜିୟମକୁ ଆସୁଥିବା ଦର୍ଶକ ଭାବୁଥିଲେଯେ ସେଠାରେ ଅନୁଷ୍କାଙ୍କ ପ୍ରତିମୂର୍ତ୍ତି ଅଛି ଏବଂ ସେଠାକୁ ସେମାନେ ଯାଇ ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ,କିନ୍ତୁ ବାସ୍ତବରେ ଅନୁଷ୍କାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ନିହାତି ଭାବରେ ଏହା ଖୁବ ମଜାଦାୟକ । କାରଣ ସେ ଅନୁଷ୍କାଙ୍କ ପ୍ରତିମୂର୍ତ୍ତି ନୁହେଁ ବରଂ ନିଜେ ଅନୁଷ୍କା ସେଠାରେ ପତିମୂର୍ତ୍ତି ଭଳି ଛିଡ଼ା ହୋଇ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More