Only for Entertainment

ଭୁୁଲଭୁଲୈୟାଁ ଟୁ’ର ଫଷ୍ଟ ଲୁକ ଆଉଟ, ତାନ୍ତ୍ରିତ ବେଶରେ ଭୂତକୁ ତଡ଼ିବାକୁ ବାହାରିଲେ କାର୍ତ୍ତିକ ଆର‌୍ୟନ

hindirush
58

ଅକ୍ଷୟ କୁମାର, ବିଦ୍ୟା ବାଲାନ,ଅମୀଷା ପଟେଲ,ସାଇନି ଆହୁଜା, ସାଇନି ଆହୁଜା ଏବଂ ପରେଶ ରାୱଲଙ୍କ ଭଳି ତାରକାଙ୍କ ଫିଲ୍ମ ଭୁଲ ଭୁଲେୟାଁ ୨୦୦୭ରେ ରିଲିଜ ହୋଇଥିଲା । ଫିଲ୍ମ ସୁପରହିଟ ମଧ୍ୟ ହୋଇଥିଲା । ପ୍ରାୟ ୧୩ ବର୍ଷ ପରେ ଏହି ଫିଲ୍ମର ସିକ୍ୱେଲ ଭୁଲ ଭୁଲୈୟା ଟୁ’ ରିଲିଜ ହେବା ପାଇଁ ପ୍ରସ୍ତୁତ । ସିକ୍ୱେଲ ଅକ୍ଷୟ କୁମାରଙ୍କ ସ୍ଥାନରେ କାର୍ତ୍ତିକ ଆର‌୍ୟନ ନଜର ଆସିବେ । ସୋମବାରକୁ ଫିଲ୍ମର ଫଷ୍ଟ ଲୁକ ରିଲିଜ ହୋଇଛି ।

 

 

View this post on Instagram

 

Ghostbuster is all set to enter ? Hare Ram Hare Ram ? Hare Krishna Hare Ram ? ? ? ❤️ #Bhoolbhulaiyaa2 ✌?

A post shared by KARTIK AARYAN (@kartikaaryan) on

କାର୍ତ୍ତିକ ଆର‌୍ୟନ ଭୁଲ ଭୁଲେୟାଁ ଟୁ’ର ଫଷ୍ଟ ଲୁକ ଶେୟାର କରି ଭୂତକୁ ତଡ଼ିବା ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । ହରେ ରାମ ହରେ ରାମ, ହରେ କୃଷ୍ଣା ହରେ ରାମ । ଇଂଷ୍ଟାଗ୍ରାମରେ କାର୍ତ୍ତିକଙ୍କ ଏହି ଫଟୋରେ ଲକ୍ଷାଧିକ ଲୋକ ଲାଇକ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More