Only for Entertainment

ଛିଛୋରେ’ ପାଇଁ ଏହି ବଲିଉଡ ଅଭିନେତା ନିତେଶ ତିୱାରୀଙ୍କ ଉପରେ କଲେ ଟାର୍ଗେଟ, କଲେ ଏଭଳି ଟ୍ୱିଟ !

43

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୂତ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୂରଙ୍କ ଫିଲ୍ମ ‘ଛିଛୋରେ’ ରିଲିଜ ହୋଇସାରିଛି । ଏହି ଫିଲ୍ମରେ ସମ୍ପୂର୍ଣ୍ଣ ରୂପେ କଲେଜ ଲାଇଫ ଏବଂ ମସ୍ତି ଉପରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ନିର୍ଦ୍ଦେଶକ ନିତେଶ ତିୱାରୀ ଯୁବାମାନଙ୍କୁ ଦୂର୍ବଳ ମାନସିକତା ଠାରୁ ଦୂରେଇ ରହିବା ପାଇଁ ସନ୍ଦେଶ ଦେବାକୁ ଚେଷ୍ଟା କରିଛନ୍ତି । ଏହି ଫିଲ୍ମରେ କିଛି ଭିନ୍ନ ଡାଏଲଗ ମଧ୍ୟ ରହିଛି, ଯାହାକୁ ନେଇ ନିକଟରେ ଅଭିନେତା କମାଲ ଆର ଖାନ ନିର୍ଦ୍ଦେଶକ ନିତେଶଙ୍କ ଉପରେ ଟାର୍ଗେଟ କରିଛନ୍ତି । ଫିଲ୍ମକୁ ନେଇ କମାଲ କହିଛନ୍ତି ଯେ ନିଜ ବୟସକୁ ତ ଦେଖିବା କଥା ।

ଛିଛୋରେ ରିଲିଜ ପରେ ବଲିଉଡ ଅଭିନେତା କମାଲ ଟ୍ୱିଟ କରି ଏହା ଜଣାଇଛନ୍ତି ଏବଂ ସେ ଫିଲ୍ମକୁ ଗୋଟିଏ ଷ୍ଟାର ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More