Only for Entertainment

ଭାଇରାଲ ହେଉଛି ମହେଶ ଭଟ୍ଟଙ୍କ ଟ୍ୱିଟ, ସୋସିଆଲ ମିଡିଆରେ ଚାଲିଛି କମେଂଟ ବର୍ଷା

28

ମହେଶ ଭଟ୍ଟ ବଲିଉଡର ଜଣେ ଜଣାଶୁଣା ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ । ତାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଛି କେତେକ ସୁପରହିଟ ଫିଲ୍ମ । କହିରଖୁଛୁ ମହେଶ ଭଟ୍ଟ ଏବେ ତାଙ୍କର ଏକ ଟ୍ୱିଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ମହେଶ ଭଟ୍ଟ ନାଗରିକତା ସଂଶୋଧନ କାନୁନକୁ ଖୁବ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି ।

ଫିଲ୍ମ ନିର୍ମାତା ଅଧିକାଂଶ ସମୟରେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାର ଦେଖିବାକୁ ମିଳିଛି । ମହେଶ ଭଟ୍ଟ ମଧ୍ୟ ସେହିଭଳି କିଛି କରିଛନ୍ତି ଏକ କବିତା ମାଧ୍ୟମରେ । ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More