Only for Entertainment

୧୦୨ ନଟ ଆଉଟ: ଅମିତାଭ ବଚ୍ଚନଙ୍କ ଧୁନରେ ଗୀତ ଗାଇଲେ ଋଷି କପୁର ।

hindustan times
0 56

ସିଙ୍ଗର ଏବଂ କମ୍ପୋଜରଙ୍କ କଥା ଆଲୋଚନା କରାଗଲେ ମନକୁ ଅରିଜିତ ସିଂ କିମ୍ବା ଅମିତ ତ୍ରୀଦେବଙ୍କ ନାମ ପ୍ରଥମ ଆସିଥାଏ । କିନ୍ତୁ ଆଉ ଏକ ଯୋଡ଼ି ଏମାନଙ୍କୁ ଟକ୍କର ଦେଇପାରେ । ଏହି ଯୋଡ଼ି ଆଉ କାହାର ନୁହେଁ ବରଂ ଅମିତାଭ ବଚ୍ଚନ ଏବଂ ଋଷି କପୁରଙ୍କର । ଦୁଇଜଣ ୨୭ ବର୍ଷ ପରେ ଏକା ସାଙ୍ଗରେ ୧୦୨ ନଟ ଆଉଟରେ ସ୍କ୍ରିନ ସେୟାର କରିବେ । ଏହା ସହିତ ସିଙ୍ଗର ଏବଂ କମ୍ପୋଜର ହୋଇ ମ୍ୟୁଜିକଲ ଯୋଡ଼ି ଭାବରେ ଡେବ୍ୟୁ କରିବେ । ଫିଲ୍ମର ଗୋଟିଏ ଗୀତକୁ ଅମିତାଭ ବଚ୍ଚନ କମ୍ପୋଜ କରିଛନ୍ତି ତ ଋଷି କପୁର ଗାଇଛନ୍ତି ।

Yo … baby .. BAAADDUUUMBAAAA !!

A post shared by Amitabh Bachchan (@amitabhbachchan) on

ଉମେଶ ଶୁକ୍ଲାଙ୍କ ଏହି ଫିଲ୍ମରେ ଅମିତାଭ ଏବଂ ଋଷି ବାପା ଓ ପୁଅ ଚରିତ୍ରରେ ନଜର ଆସିବେ । ଫିଲ୍ମର ସୁଟିଂ ସରିବା ପାଇଁ କିଛି ଦିନ ବାକି ରହିଛି । ତେଣୁ ଫିଲ୍ମ ପାଇଁ ଏକ ପ୍ରମୋଶନାଲ ସଙ୍ଗ ଜାରି କରାଯାଇଛି । କୁହାଯାଉଛିଯେ ଦୁଇଜଣ ଲମ୍ବୁଜୀ ଓ ଟିଙ୍ଗୁଜୀ ଚରିତ୍ରରେ ଅଭିନୟ କରୁଛନ୍ତି । କିନ୍ତୁ ବନ୍ଦୁବା ନାମରେ ଏକ ନୂଆ ଗୀତ ଜାରି କରାଯାଇଛି । ଯାହାକୁ ଅମିତାଭ ନିଜେ ଜାରି କରିଛନ୍ତି ।

 

ଯେତେବେଳେ ପ୍ରଥମେ ଋଷିଙ୍କୁ ଏହି ଗୀତ ଗାଇବାକୁ କୁହାଗଲା ସେ ମାନି ନଥିଲେ । କିନ୍ତୁ ଦିନେ ସେ ନିଜେ ତାଙ୍କ ତରଫରୁ ଏହାର ରେକର୍ଡ଼ିଙ୍ଗ ପାଇଁ କହିଥିଲେ । ଗଶେଷ ଆଚାର୍ଯ୍ୟଙ୍କ ଦ୍ୱାରା ଏହା କୋରିଓଗ୍ରାଫି କରାଯାଇଛି । ଦୁଇଜଣ ଖୁବ ନାଚିଛନ୍ତି ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More