ହୁଏତ ଆମେ ଆଜିର ଅଭିନେତା ମାନଙ୍କ ବିଷୟରେ ଆଲୋଚନା କରିବାରେ ବ୍ୟସ୍ତ ରହୁଛୁ, କିନ୍ତୁ ୫୦ ଦଶକରେ ଦେବାନନ୍ଦଙ୍କ ପରିମାର୍ଜିତ ଗୀତଯେ ଆମ ମାନଙ୍କ ପାଇଁ ଏକ ଉପହାର ତାହା ଆମେ ଭୁଲି ନାହୁଁ । ଏଭଳି ଜଣେ ନାୟକ ଯାହା ପାଖରୁ ଆରମ୍ଭ ହୋଇଥିଲା ରୋମାନ୍ସ ଏବଂ ଏଭଳି ଜଣେ ଅଭିନେତା ଯାହାଙ୍କ ସାମ୍ନାରେ ମହିଳାମାନେ ଫିକା ପଡ଼ି ଯାଉଥିଲେ । ୬୦ ବର୍ଷର କ୍ୟାରିଅର ମଧ୍ୟରେ ଦେବାନନ୍ଦ ଇଣ୍ଡଷ୍ଟ୍ରିକୁ ଯଥେଷ୍ଟ ଫିଲ୍ମ ଉପହାର ଦେଇଛନ୍ତି । ଏହା ମଧ୍ୟରେ ସାମିଲ ରହିଛି ଅନେକ ଚିରସବୁଜ ଗୀତ ।
ଆଜି ତାଙ୍କର ୯୪ ତମ ଜନ୍ମବାର୍ଷିକୀରେ ତାଙ୍କର ସେହି ଏଭରଗ୍ରୀନ ଗୀତ ସବୁ ଉପରେ ଆସନ୍ତୁ ନଜର ପକାଇବା ଯାହାକୁ ଆମେ କେବେ ମଧ୍ୟ ଭୁଲି ପାରିବା ନାହିଁ ।