Only for Entertainment

ସଲମାନଙ୍କ ଭଣଜାଙ୍କ ପାର୍ଟିରେ ଅର୍ପିତା-ଜ୍ୟାକଲିନଙ୍କ ଜୁମ୍ମେ କି ରାତ ହୈ ଗୀତରେ ଡ୍ୟାନ୍ସ ଭିଡିଓ ଭାଇରାଲ ।

aajtak
0 58

ନିକଟରେ ସଲମାନଙ୍କ ଭଣଜାଙ୍କ ଜନ୍ମଦିନ ଅବୁଧାବିରେ ଖୁବ ଧୁମଧାମରେ ପାଳନ କରାଯାଇଛି । ପାର୍ଟିରେ ପହଂଚିଥିବା ଜ୍ୟାକଲିନ ଫର୍ଣ୍ଣାଡିଜ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ସହିତ ଜୁମ୍ମେ କି ରାତ ହୈ ଗୀତରେ ଖୁବ ନାଚ କରିଥିବା ଭିଡିଓରେ ନଜର ଆସିଛି । କେବଳ ସେତିକି ନୁହେଁ ଗୀତରେ ସଲମାନଙ୍କ ଷ୍ଟେପକୁ ଅର୍ପିତା ଅନୁସରଣ କରିଛନ୍ତି । ଦେଖନ୍ତୁ ଭିଡିଓ ।

 


କେବଳ ଜ୍ୟାକଲିନ ନୁହେଁ ବରଂ ଅଭିନେତା ବବି ଦେଓଲ ମଧ୍ୟ ଖୁବ ମସ୍ତୀ କରିଛନ୍ତି । ଫ୍ୟାନ କ୍ଲବରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ସଲମାନ ଓ ବବି ଖୁବ ନାଚ କରିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More