Only for Entertainment

ଆଇଫା ୨୦୧୮: ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଇରଫାନଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ।

Zee News
0 39

ରବିବାର ବ୍ୟାଙ୍କକର ସିୟାମ ନିରାମିତ ଥିଏଟରରେ ଆଇଫା ଆୱାର୍ଡ ୨୦୧୮ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୦ ବର୍ଷ ପରେ ବ୍ୟାଙ୍କକରେ ଆଇଫା ଆୱାର୍ଡସର ଆୟୋଜନ କରାଯାଇଥିଲା । ଚଳିତ ବର୍ଷର ଆଇଫା ଆୱାର୍ଡସ ଅନେକ ଦଷ୍ଟିରୁ ଖାସ ରହିଥିଲେ । ଯେପରି ରେଖା ୨୦ ବର୍ଷ ପରେ ଷ୍ଟେଜରେ ପଫର୍ମ କରିଥିଲେ ଏହା ସହିତ ଅଭିନେତା ବବି ଦେଓଲ ମଧ୍ୟ ଆଇଫା ମଂଚରେ ଫିଲ୍ମ ‘ବରସାତ’ର ଗୀତରେ ଡ୍ୟାନ୍ସ କରିଥିଲେ ।

ସେହିପରି ଆଇଫା ଆୱାର୍ଡସ ୨୦୧୮ର ବିଜେତାଙ୍କ ଲିଷ୍ଟ ମଧ୍ୟ ସାମ୍ନାକୁ ଆସିଛି । ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ଦିବଙ୍ଗତ ଅଭିନତ୍ରେୀ ଶ୍ରୀଦେବୀଙ୍କୁ ମିଳିଛି । ତାଙ୍କୁ ଏହି ପୁରସ୍କାର ଫିଲ୍ମ ‘ମମ’ ପାଇଁ ଦିଆଯାଇଛି । ସେହିପରି ଫିଲ୍ମ ‘ହିନ୍ଦୀ ମିଡିୟମ’ ପାଇଁ ଅଭିନେତା ଇରଫାନ ଖାନଙ୍କୁ ଶ୍ରେଷ୍ଠ ଅଭିନତା ପୁରଷ୍କାର ପ୍ରଦାନ କରାଯାଇଛି । ତେବେ ଆସନ୍ତୁ ନଜର ପକାଇବା ଅନ୍ୟ ଶ୍ରେଣୀର ବିଜେତାଙ୍କ ଉପରେ ।

ବେଷ୍ଟ ଫିଲ୍ମ- ତୁହ୍ମାରୀ ସୁଲୁ
ବେଷ୍ଟ ଷ୍ଟୋରୀ- ଅମିତ ବି ମସୁରକର (ନ୍ୟୁଟନ)
ବେଷ୍ଟ ଡିରେକ୍ସନ-ସାକତେ ଚୌଧରୀ (ହିନ୍ଦୀ ମିଡିୟମ)
ବେଷ୍ଟ ଡେବ୍ୟୁ ଡିରୋକ୍ଟର- କୋଙ୍କଣା ସେନ ଶର୍ମା (ଏ ଡେଥ ଅନ ଦ ଗୁଂଜ)
ବେଷ୍ଟ ମ୍ୟୁଜିକ ଡିରେକ୍ସନ- ଅମାଲ ମଲିକ, ତନିଷ୍କ ବାଗ, ଅଖିଲ ସଚଦେବା (ବଦ୍ରିନାଥ କି ଦୁଲହନିଆ)
ଶ୍ରେଷ୍ଠ ଗାୟିକା – ମେଘନା ମିଶ୍ରା, ମେଁ କୌନ ହୁଁ (ସିକ୍ରେଟ ସୁପରଷ୍ଟାର)
ଶ୍ରେଷ୍ଠ ଗାୟକ- ଅରିଜିତ ସିଂ, ହୱାଏଁ (ଜବ ହ୍ୟାରୀ ମେଟ ସେଜଲ)
ଶ୍ରେଷ୍ଠ ସହ କଳାକାର ମେଲ- ନବାଜୁଦ୍ଦିନ ସିଦ୍ଦିକି(ମମ)
ଶ୍ରେଷ୍ଠ ସହ କଳାକାର ଫିମେଲ-ମାହିର ବିଜ (ସିକ୍ରେଟ ସୁପରଷ୍ଟାର)
ମିନ୍ତ୍ରା ଷ୍ଟାଇଲିସ ଆଇକନ – କୃତି ସେନନ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More