Only for Entertainment

ରଣବୀର ସିଂ ପରେ ଏବେ ଗଲିବୟ ଭାବେ ନଜର ଆସିଲେ ଆସିଲେ ଈଶାନ ଖଟ୍ଟର , ରାପ କରୁଥିବାର ଆସିଲେ ନଜର !

25

ଅଭିନେତା ରଣବୀର ସିଂ ଏବଂ ଆଲିୟା ଭଟ୍ଟଙ୍କ ପ୍ରଦର୍ଶୀତ ଫିଲ୍ମ ଗଲିବୟ କଲେକ୍ସନ ଯେଉଁଭଳି ବଢିବାରେ ଲାଗିଛି । ସେହିଭଳି ଫିଲ୍ମ ଦେଖି ଲୋକମାନେ ପ୍ରେରିତ ହେଉଥିବା ଦେଖିବାକୁ ମିଳିଛି । ଫିଲ୍ମରେ ଯେଉଁଠି ଲୋକମାନେ ଆଲିୟା-ରଣବୀରଙ୍କ ଅଭିନୟରେ ମତୁଆଲା ହୋଇଯାଇଛନ୍ତି , ସେହିପରି ଏହି ଫିଲ୍ମରେ ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ବିଜୟ ବର୍ମାଙ୍କ ଅଭିନୟକୁ ମଧ୍ୟ ଲୋକମାନେ ଦର୍ଶକ ପ୍ରଶଂସା କରୁଛନ୍ତି । ଈଶାନ ଖଟ୍ଟରଙ୍କ ଉପରେ ଫିଲ୍ମର ଏଭଳି ପ୍ରଭାବ ପଡିଛି ଯେ ସେ ଗଲିବୟ ଦେଖିବା ପରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରୋ ସେ ରାପ କରୁଥିବାର ନଜର ଆସିଛନ୍ତି । ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More