Only for Entertainment

କାରଗିଲ ପହଁଞ୍ଚିଲେ ଆଲିୟା ଏବଂ ବରୁଣ, ୩ଡିଗ୍ରୀ ଥଣ୍ଡାରେ କରୁଛନ୍ତି କଳଙ୍କ ଫିଲ୍ମର ସୁଟିଂ !

31

ବରୁଣ ଧବନ ଏବଂ ଆଲିୟା ଭଟ କିଛିଦିନ ହେବ ନିଜର ଅପକମିଙ୍ଗ ଫିଲ୍ମ ‘କଲଙ୍କ’ର ସୁଟିଂ ରେ ଖୁବ ବ୍ୟସ୍ତ ଅଛନ୍ତି । କିଛିଦିନ ପର୍ଯ୍ୟନ୍ତ ଏହି ଫିଲ୍ମର ସୁଟିଂ ମୁମ୍ବାଇରେ ଚାଲିଥିଲା, ଏବେ ଏହାର ଆଗାମୀ ସିଡ୍ୟୁଲ କାରଗିଲରେ ରହିଛି । ଅସଲରେ ବରୁଣ ଧବନ, ଆଲିୟା ଭଟ ଏବଂ କୁନାଲ ଖେମୁ ନିଜ ଫିଲ୍ମ ସୁଟିଂ କାରଗିଲ ରେ ଆରଂଭ କରିଦେଇଛନ୍ତି ।ଏହାପରେ ଆଲିୟା ବରୁଣଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋକୁ ସେୟାର କରି ଆଲିୟା ଲେଖିଛନ୍ତି ‘କାରଗିଲ ଏକ୍ସ କଲଙ୍କ’ ।

 

View this post on Instagram

 

Kargil x Kalank ???❄️☃️

A post shared by Alia ✨⭐️ (@aliaabhatt) on

ଆଲିୟାଙ୍କ ପୂର୍ବରୁ ବରୁଣ ବିଗତ ଦିନରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ କାରଗିଲରେ ୩ଡିଗ୍ରୀ ତାପମାତ୍ରା ରେ ନିଜ ଶାର୍ଟ ଖୋଲି ଫଟୋ ଅପଲୋଡ଼ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଆଲିୟା ଏବଂ ବରୁଣ ଙ୍କ ଅନସ୍କ୍ରିନ ଯୋଡିକୁ ପରଦାରେ ଖୁବ ପସନ୍ଦ କରନ୍ତି । ଏହି ଫିଲ୍ମ ୧୯୪୦ଦଶକ ଉପରେ ଆଧାରିତ । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଫିଲ୍ମ ୨୦୧୯ରେ ୧୯ଅପ୍ରେଲ କୁ ରିଲିଜ ହେବ ।

 

View this post on Instagram

 

At the KARGIL WAR MEMORIAL. #kalank travel. Was an honour to chat with our brave army men

A post shared by Varun Dhawan (@varundvn) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More