କପିଲ ଶର୍ମାଙ୍କ ଶୋ’ରେ ଭୁରୀ ସହିତ ରୋମାନ୍ସ କଲେ ଚନ୍ଦୁ ।
କପିଲ ଶର୍ମାଙ୍କ ଶୋ ସବୁ ସପ୍ତାହରେ ମଜାଦାର ହୋଇଥାଏ । କପିଲଙ୍କ ଶୋ ଆରମ୍ଭ ପାଣିରେ ହେଉଛି ଏକ ପ୍ରେମଭରା ଝଗଡ଼ା ସହିତ । ଏହି ଝଗଡ଼ା ଧୀରେ ଧୀରେ ପ୍ରେମରେ ବଦଳିଯାଏ । ବାସ୍ତବରେ ଚନ୍ଦୁକୁ ସ୍ୱପ୍ନ ଆସୁଛି ଯେ ଯେଉଁଥିରେ ସେ ଭୁରୀଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ।
“Bhuri aur Chandu ka sensational performance. Kya yeh Chandu ka sapna tha ya sach”? dekhiye kal raat #TheKapilSharmaShow par 9:30 baje.@kapilsharma @kikusharda @chandanprabhakar @krushna30 @bharti.laughterqueen @sumonachakravarti @rochellerao @edwardsonnenblick pic.twitter.com/ktrLMXHUBW
— Sony TV (@SonyTV) May 17, 2019
ଏହାପରେ କପିଲ ଭୁରୀ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । କିନ୍ତୁ ସବୁଥର ଭଳି ଭୁରୀ କପିଲଙ୍କୁ ଛାଡ଼ି ଲଟରୀ ସହିତ ଫ୍ଲର୍ଟ କରୁଛନ୍ତି । ଶୋ’ରେ ସମସ୍ତଙ୍କ ଠାରେ ଏକ ଛୋଟବଡ଼ ଝଗଡ଼ା ଏବଂ ଭଲପାଇବା ଦେଖିବାକୁ ମିଳିଛି ।