Only for Entertainment

କମବ୍ୟାକ ପୂର୍ବରୁ ଏହିଭଳି ଦେଖା ଯାଉଛନ୍ତି କପିଲ ଶର୍ମା ।

aaktak
0 44

ପପୁଲାର କମେଡିଆନ କପିଲ ଶର୍ମା ଲମ୍ବା ସମୟ ଧରି ଲାଇମ ଲାଇଟ ଠାରୁ ଦୂରରେ ଅଛନ୍ତି । ଖୁବ ବିବାଦ ମଧ୍ୟରେ ରହିବା ପରେ ନିଜକୁ ସେ ଲାଇମ ଲାଇଟ ଠାରୁ ଦୂରେଇ ଦେଇଛନ୍ତି । ଏବେ ମଧ୍ୟ ତାଙ୍କ ଫ୍ୟାନ୍ସ ତାଙ୍କ ଝଲକ ପାଇବା ପାଇଁ ଅପେକ୍ଷା କରିଛନ୍ତି ।

ବିବାଦ ପରେ କପିଲ ଖୁବ ଚିନ୍ତାରେ ରହିଥିଲେ । ଏହା ସହିତ ସେ ଡିପ୍ରେଶନର ଚିକିତ୍ସା ହେଉଥିବା କଥା ମଧ୍ୟ ଶୁଣିବାକୁ ମିଳିଥିଲା । କିଛି ଦିନ ପୂର୍ବରୁ କପିଲଙ୍କ ଏକ ଫଟୋ ସାମ୍ବାକୁ ଆସିଥିଲା । ଫଟୋ ଦେଖି କପିଲଙ୍କୁ ଚିହ୍ନିବା ଖୁବ କଷ୍ଟ ହୋଇ ଯାଇଥିଲା । କପିଲଙ୍କ ଓଜନ ଖୁବ ବଢି ଯାଇଥିବାର ନଜର ଆସିଥିଲା ।

 


ଏବେ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ମା’ଙ୍କୁ ଉପହାର ଦେଉଥିବାର ନଜର ଆସିଛନ୍ତି ।

ଖବର ଅନୁସାରେ କପିଲ ଓଜନ କମାଇବା ପାଇଁ ଟ୍ରେନର ହାୟର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More