Only for Entertainment

କ୍ୟାଟ୍ରିନା କୈଫଙ୍କ କାର୍ବନ କପି ହେଉଛନ୍ତି ଏହି ମହିଳା, ଫଟୋ ଦେଖି ଆପଣ ମଧ୍ୟ ଧୋକା ଖାଇଯିବେ

latestly
76

ସୋସିଆଲ ମିଡିଆରେ ଅନେକ ମଜାଦାର ଖବର ଶୁଣିବାକୁ ଏବଂ ଦେଖିବାକୁ ମିଳିଥାଏ । ଏପର୍ଯ୍ୟନ୍ତ ଆମେ ବଲିଉଡ ଠାରୁ ଆରମ୍ଭ କରି ରାଜନୀତିର ଅନେକ ବଡ ବଡ ବ୍ୟକ୍ତିଙ୍କ ଆଅବିକଳ ଚେହେରା ଦେଖିଛେ । ଏବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଅବିକଳ ଚେହେରା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଯୁବତୀଙ୍କ ହେୟାର ଷ୍ଟାଇଲ ଏବଂ ଅନ୍ଦାଜ କ୍ୟାଟ୍ରିନାଙ୍କ ସହିତ ପୁୁରା ପୂରି ମିଶୁଛି । ଅଲୀନାଙ୍କ ଫଟୋକଚୁ ଦେଖିଲେ ଆପଣ ମଧ୍ୟ ଧୋକା ଖାଇଯିବେ ।

 

ଏହି ମହିଳାଙ୍କ ନାମ ଅଲୀନା ରାୟ । ଏହି ସେ ଜଣେ ଫ୍ୟାଶନ ବ୍ଲଗର । ଅଲୀନା ନିଜର ଟିକ ଟକ ଭିଡିଓ ପାଇଁ ସୋସିଆଲ ମିଡିଆରେ ଖୁବ ପରିଚିତ । ଇଂଷ୍ଟାଗ୍ରାମରେ ତାଙ୍କର ୩୨ ହଜାର ଫଲୋର୍ସ ଅଛନ୍ତି ଏବଂ ଏହାର ସଂଖ୍ୟା ବଢିବାରେ ଲାଗିଛି ।

କେବଳ ଏତିକି ନୁହେଁ କୁହାଯାଉଛି ଯେ, ଅଲୀନାଙ୍କ ଲୁକ ପାଇଁ ତାଙ୍କୁ ସାଉଥ ଫିଲ୍ମର ଅଫର ମଧ୍ୟ ମିଳିବାରେ ଲାଗିଛି । ତେବେ ସୋସିଆଲ ମିଡିଆ ଅଲୀନାଙ୍କ ପାଇଁ ବରଦାନ ତାହା କହିବା ଭୁଲ ହେବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More