Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ ।

25

ମେଷ:

ରବି ଓ ସୋମବାର: କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପ୍ରଦର୍ଶନରୁ ଲାଭ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରିଆଙ୍କୁ ସଫଳତା ମିଳିବ। ଶୁକ୍ର ଓ ଶନିବାର: ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ।

ବୃଷ:

ରବି ଓ ସୋମବାର: ସାମାନ୍ୟ ପରିଶ୍ରମରେ ବଡ଼ ଲାଭ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି କଥାକୁ ନେଇ ଚିନ୍ତା ବଢ଼ିପାରେ। ଶୁକ୍ର ଓ ଶନିବାର: ନୂଆ ସଂପର୍କରୁ ଆପଣଙ୍କୁ ଫାଇଦା ହେବ।

ମିଥୁନ:

ରବି ଓ ସୋମବାର: ଧନଲାଭର କୌଣସି ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ଶୁକ୍ର ଓ ଶନିବାର: କାମରେ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ:

ରବି ଓ ସୋମବାର: ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କ କାମର ଭଲ ପରିଣାମ ମିଳିବ। ଶୁକ୍ର ଓ ଶନିବାର: ବ୍ୟବସାୟର ବିସ୍ତାର କରିବା ଲାଗି ଭାବିବେ।

ସି˚ହ:

ରବି ଓ ସୋମବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ମଙ୍ଗଳ, ବୁଧ ଓ ଗୁରୁବାର: ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁକ୍ର ଓ ଶନିବାର: କାରବାରରେ ନୂଆ ଆୟର ସ୍ରୋତ ମିଳିପାରେ।

କନ୍ୟା:

ରବି ଓ ସୋମବାର: ପରିଶ୍ରମର ଫଳ ଅବଶ୍ୟ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବୈବାହିକ ଜୀବନ ଖୁସି ରହିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ନୂଆ ଅନୁବନ୍ଧ ହେବ।

ତୁଳା:

ରବି ଓ ସୋମବାର: କୌଣସି ବଡ଼ ସଫଳତା ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଆର୍ଥିକ ରୂପେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ଶୁକ୍ର ଓ ଶନିବାର: ରାଜନୀତିରେ କିଛି ଆଶା ପୂରା ହେବ।

ବିଛା:

ରବି ଓ ସୋମବାର: ପରିବାରରେ ସମ୍ମାନ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଓକିଲଙ୍କୁ କୌଣସି ବଡ଼ ମକଦ୍ଦମାରେ ବିଜୟ ହାସଲ ହୋଇପାରେ। ଶୁକ୍ର ଓ ଶନିବାର: ଆୟ ବୃଦ୍ଧି ହେବ।

ଧନୁ:

ରବି ଓ ସୋମବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ଅଫିସ୍‌ରେ ଆପଣଙ୍କର ସମୟ ଭଲରେ କଟିବ। ଶୁକ୍ର ଓ ଶନିବାର: ଆପଣଙ୍କୁ ଅଚାନକ ଧନଲାଭ ହେବ।

ମକର:

ରବି ଓ ସୋମବାର: ଆୟର ନୂଆ ସାଧନ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: କିଛି କାମରେ ଅଧିକ ସମୟ ବ୍ୟୟ ହୋଇପାରେ। ଶୁକ୍ର ଓ ଶନିବାର: ସମାଜରେ ଆପଣଙ୍କର ପ୍ରତିଷ୍ଠା ବଜାୟ ରହିବ।

କୁମ୍ଭ:

ରବି ଓ ସୋମବାର: ଆପଣଙ୍କର ପୁରୁଣା ଇଚ୍ଛା ପୂରା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବିବାହିତଙ୍କ ଲାଗି ସମୟ ବଢ଼ିଆ ରହିବ। ଶୁକ୍ର ଓ ଶନିବାର: ଅଫସରେ ସହଯୋଗୀଙ୍କ ସାହାଯ୍ୟ ପାଇବେ।

ମୀନ:

ରବି ଓ ସୋମବାର: ଧର୍ମ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ସମସ୍ତେ ଆପଣଙ୍କ କାମରେ ପ୍ରଭାବିତ ହେବେ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More