Only for Entertainment

ଭୋଜପୁରୀ ଅଭିନେତ୍ରୀ ମୋନାଲିସା ନିଜର ଲୁକ ଏବଂ ହଟ ଅନ୍ଦାଜରେ ଲଗାଇଲେ ନିଆଁ, ଭିଡିଓ ଭାଇରାଲ ।

panjab keshri
0 113

ଭୋଜପୁରୀ ଅଭିନେତ୍ରୀ ମୋନାଲିସା ନିଜର ହଟ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । କିଛିଦିନ ତଳେ ଆମେ ଆପଣଙ୍କୁ କହି ରଖିଥିଲୁ ଯେ ମୋନାଲିସା ଏକ ବେଙ୍ଗଲି ୱେବ ସିରିଜରେ ନଜର ଆସିବେ । ତେଣୁ ଏବେ ସେହି ୱେବ ସିରିଜର ଏକ ଗୀତର ପ୍ରୋମୋ ରିଲିଜ ହୋଇଛି ।

ଏହି ଗୀତ ହୋଲିର ଥିମକୁ ନେଇ ପ୍ରସ୍ତୁତ କରାଯାଇଛି । ଏହି ଗୀତରେ ମୋନାଲିସା ଧଳା ଶାଢୀ ପିନ୍ଧି ଖୁବ ହଟ ନଜର ଆସୁଛନ୍ତି ।

ଏହି ଗୀତକୁ ମୋନାଲିସା ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ସୂତ୍ରରୁ ପ୍ରକାଶ ଯେ ଏହି ୱେବ ସିରିଜୀ ପ୍ରିମିଅର ୨୬ମେ’ରେ ରିଲିଜ ହେବା ବୋଲି ନିର୍ଣ୍ଣୟ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More