Only for Entertainment

ମୌନୀ ରୟ ଜିନ୍ସ ପ୍ୟାଂଟରେ କଲେ ଖାସ ଜବରଦସ୍ତ ଡାନ୍ସ, ଭିଡିଓରେ ଫ୍ୟାନ୍ସ କଲେ ଏଭଳି କମେଂଟ !

176

ବଲିଉଡ ଅଭିନେତ୍ରୀ ମୌନୀ ରୟ ନିକଟରେ ନିଜ ସୋସିଆଲ ମିଡିଆ ଅକାଉଂଟରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ଅଭିନେତ୍ରୀ ଜିନ୍ସ ପ୍ୟାଂଟ ଏବଂ ଟପରେ ନଜର ଆସିଛନ୍ତି । ଭିଡିଓରେ ତାଙ୍କ ଜିନ୍ସ ପ୍ୟାଂଟକୁ ଫୋକସ କରାଯାଇଛି । ଅଭିନେତ୍ରୀ ଏଥିରେ ଖାସ ଅନ୍ଦାଜରେ ଡାନ୍ସ ମୁଭ କରୁଥିବାର ନଜର ଆସିଛନ୍ତି । ତେବେ ଭିଡିଓକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ନାଗୀନ ଟିଭି ସିରିଅଲରୁ ଚର୍ଚ୍ଚାରେ ଆସିଥିବା ମୌନୀ ରୟ ଅକ୍ଷୟ କୁମାରଙ୍କ ସହ ଗୋଲ୍ଡ ଫିଲ୍ମରେ ନଜର ଆସିଥିଲେ । ଏବଂ ରାଜକୁମାର ରାଓଙ୍କ ସହ ‘ମେଡ ଇନ ଚାଇନା’ରେ ନଜର ଆସିଥିଲେ । ସେହିଭଳି ମୌନୀଙ୍କୁ ଆଗକୁ ଆହୁରି ଅନେକ ଫିଲ୍ମରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More