Only for Entertainment

ପ୍ରିୟଙ୍କ ଶର୍ମାଙ୍କ ହାତରେ ଲାଗିଲା ବଡ଼ ପ୍ରୋଜେକ୍ଟ । ଏହି ସିରିଅଲରେ ଆସିବେ ନଜର ।

TopYaps
49

କେତେକ ରିଆଲିଟି ଶୋ’ରେ ନଜର ଆସିବା ପରେ ପ୍ରିୟଙ୍କ ଶର୍ମାଙ୍କ ହାତରେ ଲାଗିଛି ଏକ ବଡ଼ ପ୍ରୋଜେକ୍ଟ । ବାସ୍ତବରେ ପ୍ରିୟଙ୍କଙ୍କୁ ଏକତା କପୁରଙ୍କ ଶୋ ‘କୁମ କୁମ ଭାଗ୍ୟ’ ରେ ଲିଡ ରୋଲ ପାଇଁ ଅଫର ମିଳିଛି । ଖବର ପାଇଁ କହିର୍ୁଛୁଯେ ଶୋ’ରେ ୨୦-୨୫ ବର୍ଷ ପରେ ଲିପ ଆସିବ । ଏହାପରେ ଶୋ’ରେ ଜଡ଼ିତ କେତେକ ଷ୍ଟାରକାଷ୍ଟ ଶୋ’ରୁ ବାହାରିଯିବେ । ଏହାର ଏକ ବଡ଼ କାରଣ ହେଉଛିଯେ କେହି ମଧ୍ୟ ଶୋ’ରେ ନିଜକୁ ବୁଢା ଭାବରେ ଦେଖିବାକୁ ଚାହାଁନ୍ତି ନାହିଁ । ତେବେ ପ୍ରିୟଙ୍କଙ୍କୁ ଫାଇନାଲ କରାଯାଇସରିଛି । ଅବଶ୍ୟ ଏହାର ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ପ୍ରିୟଙ୍କଙ୍କ ସହିତ କଥା ହେବା ପରେ ସେ କହିଛନ୍ତିଯେ ଶେଷ ନିଷ୍ପତ୍ତି ବିଷୟରେ ସେ ଜାଣିନାହାଁନ୍ତି ।

ପ୍ରିୟଙ୍କ ତାଙ୍କ କ୍ୟାରିଅର ରୋଡିଜ ଶୋ’ରୁ ଆରମ୍ଭ କରିଥିଲେ । ଏହାପରେ ସେ ସ୍ପ୍ଲିଟସଭିଲାରେ ନଜର ଆସିଲେ । ନିକଟରେ ତାଙ୍କ ୱେସିରିଜ ପଂଚବିଟ ରିଲିଜ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More