Only for Entertainment

ବିଟ କଏନ ଘୋଟାଲାରେ ସିଲ୍ପା ସେଟ୍ଟୀଙ୍କ ପତିଙ୍କୁ ଇଡି ସମନ ।

aajtak
0 55

ବିଟକଏନ ଘୋଟାଲରେ ସିଲ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କୁ ଇଡି ସମନ ଦେଇଛି । ତେଣୁ ରାଜ କୁନ୍ଦ୍ରା ବୟାନ ଦାଖଲ କରିବା ପାଇଁ ମୁମ୍ବାଇର ଇଡି କାର୍ଯ୍ୟାଳୟରେ ପହଂଚିଥିଲେ । ଏହାର ମୁଖ୍ୟ ଦୋଷୀ ଅମିତ ଭରଦ୍ୱାଜକୁ ପୋଲିସ ଗିରଫ କରିଛି ।

ପୁଣେ ପୋଲିସର କ୍ରାଇମ ସେଲ ଏବଂ ଇଡିର ଯାଂଚରେ ସାମ୍ନାକୁ ଆସିଲାଯେ ରାଜଙ୍କ ବ୍ୟତୀତ ବଲିଉଡର ଅନ୍ୟ କେତେକ ଷ୍ଟାର ଏହାକୁ ପ୍ରମୋଟ କରୁଥିଲେ । ଅମିତ ଭରଦ୍ୱାଜ କୋଟି କୋଟି ଲୋକଙ୍କୁ ଠକିଛି । ଏହା ପ୍ରାୟ ୨୦୦୦ କୋଟି ହେବ ।

ଜଣେ ସିନିୟର ଅଧିକାରୀଙ୍କ କହିବା ଅନୁସାରେ ରାଜ କୁନ୍ଦ୍ରା ଦୋଷୀ ନା କେବଳ ଜଣେ ଇନଭେଷ୍ଟର ତାହା ଏବେ କହିହେବ ନାହିଁ । ତେବେ ଆଇପିଏଲ ବେଟିଂରେ ରାଜ କୁନ୍ଦ୍ରାଙ୍କ ନାମ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More