ବଲିଉଡ୍ ସେଲିବ୍ରିଟିଙ୍କ ଦଶହରା ସେଲିବ୍ରେସନ୍ । ମାଆ ଦୁର୍ଗାଙ୍କ ପୂଜା କରିବା ପାଇଁ ପେଣ୍ଡାଲରେ ପହଁଚିଥିଲେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କ ସହ ହାର୍ଟଥ୍ରୋବ୍ ହ୍ରିତିକ୍ ରୋଶନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ପେଣ୍ଡାଲରେ । ହ୍ରିତିକ୍ ରୋଶନ୍, ନିର୍ଦ୍ଦେଶକ ଆୟନ୍ ମୁଖାର୍ଜୀ, ଅଭିନେତ୍ରୀ ରାନୀ ମୁଖାର୍ଜ, ଏକାଠି ନଜର ଆସିଥିଲେ ଦୁର୍ଗା ପୂଜା ପେଣ୍ଡାଲ୍ରେ । ଆଉ ସେଲିବ୍ରିଟିଙ୍କୁ ପାଖରେ ପାଇ ଉତ୍ସାହିତ ହୋଇଥିଲେ, ସେଠାରେ ଉପସ୍ଥିତ ଥିବା ପ୍ରଶଂସକ ।
ଦେଖନ୍ତୁ ଭିଡିଓ-
View this post on Instagram
#ranbirkapoor with his closest pal todsy for #durgapuja #viralbhayani @viralbhayani