Only for Entertainment

ସୋନମଙ୍କ ରିସେପ୍ସନରେ ରଣବୀର ସିଂଙ୍କ ଧମାଲ, ଆନନ୍ଦ ଆହୁଜାଙ୍କୁ ଉଠାଇ କଲେ ଡ୍ୟାନ୍ସ

AajTak
0 51

ଅଭିନେତ୍ରୀ ସୋନମ କପୁରଙ୍କ ବିବାହ ଭିଡିଓ ଗୁଡିକ ଏବେ ସୋସିଆଲ ମିଡିଆରେ ଛାଇ ରହିଛି । ମଙ୍ଗଳବାର ଦିନ ରାତିରେ ହୋଇଥିବା ସୋନମ ଏବଂ ଆନନ୍ଦଙ୍କ ରିସେପସନର ଭିଜିଓ ଗୁଡିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜର ଏନର୍ଜି ଏବଂ ମସ୍ତିବାଜୀ ଅନ୍ଦାଜ ପାଇଁ ଫେମସ ଷ୍ଟାର ରଣବୀର ସିଂଙ୍କୁ ସୋନମଙ୍କ ବିବାହ ପାର୍ଟିରେ ଫୁଲ ଅନ ମୁଡରେ ଦେଖିବାକୁ ମିଳିଛି । ପାର୍ଟିରେ ରଣବୀରଙ୍କ ଅନେକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଖୁବ ମସ୍ତିଭରା ଅନ୍ଦାଜରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

ଏକ ଭିଡିଓରେ ସେ ସୋନମଙ୍କ ପତି ଆନନ୍ଦ ଆହୁଜାଙ୍କୁ ଉଠାଉ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଛନ୍ତି । ପାର୍ଟିରେ ରଣବୀର ସିଂ ଅନୀଲ କପୁର, ଅର୍ଜୁନ କପୁର, ଶାହାରୁଖ, ଏବଂ ସଲମାନଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କରିଥିଲେ । ଦେଖନ୍ତୁ ରଣବୀର ସିଂଙ୍କ କିଛି ଡ୍ୟାନ୍ସ ଭିଡିଓ…

Please tell me this is the best thing you’ve seen on the Internet today?! @ranveersingh, @iamsrk and @anilskapoor having a blast at #SonamKiShaadi. We love! ?? #EverydayPhenomenal ✨ ⠀⠀⠀⠀⠀⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀⠀⠀⠀⠀⠀⠀ #RanveerSingh #ShahRukhKhan #AnilKapoor #sonamkapoor #anandahuja #celebrity #celebrities #celeb #famous #celebritystyle #actress #SonamKapoorWedding #star #celebritynews #entertainmentnews #everydayindia #bollywoodactor #bollywoodwedding #bollywoodactress #Actress #heroine

A post shared by MissMalini Bollywood (@missmalinibollywood) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More