Only for Entertainment

ପରଦାକୁ ପୁଣି ଆସିପାରେ ଜିନ୍ଦେଗି ନା ମିଲେଗି ଦୋବାରା? ସିକ୍ୱେଲ୍ ପାଇଁ ପ୍ରସ୍ତୁତ ଅଛନ୍ତି କଳାକାର !

india
0 37

ବଲିଉଡରେ ପ୍ରସ୍ତୁତ ହେବ ଜିନ୍ଦେଗି ନା ମିଲେଗି ଦୋବାରାର ସିକ୍ୱେଲ୍ । ଏହି କମେଡି – ଡ୍ରାମା ଫିଲ୍ମର ସିକ୍ୱେଲ୍ ପାଇଁ ଏମିତି କିଛି ହିଂଟ୍ ଦେଇଛନ୍ତି ଅଭିନେତା ଅଭୟ ଦେଓଲ୍ । ଅଭୟ ଦେଓଲ୍ ନିକଟରେ ନିଜର ଆଗାମୀ ଫିଲ୍ମ ନାନୁ କି ଜାନୁର ଟ୍ରେଲର୍ ଲଂଚ ଅବସରରେ କହିଥିଲେ, ଜିନ୍ଦେଗି ନା ମିଲେଗି ଦୋବାରାର ଷ୍ଟାର୍ କାଷ୍ଟ ପ୍ରସ୍ତୁତ ଅଛନ୍ତି ଫିଲ୍ମର ସିକ୍ୱେଲ୍ ପାଇଁ ।

କେବଳ ମେକରଙ୍କୁ ଅପେକ୍ଷା ସେ କେବେ ଆରମ୍ଭ କରିବେ ସୁଟିଂ । ତେବେ ଜିନ୍ଦେଗୀ ମିଲେଗି ନା ଦୋବାରାରେ ଅଭୟ ଦେଓଲ୍, ଫରହାନ ଅଖତର୍, ଏବଂ ହ୍ରିତିକି ରୋଶନ୍ ଲିଡ୍ ରୋଲରେ ନଜର ଆସିଥିଲେ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଥିଲେ ଜୋୟା ଅଖତର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More