Only for Entertainment

ଶ୍ରୀଦେବୀଙ୍କୁ ନ ଚିହ୍ନି ପାରିବାରୁ ଋଷି କପୂର ହେଲେ ଟ୍ରୋଲ !

The Indian Express
0 48

ଋଷି କପୂର ସୋସିଆଲ ମିଡିଆରେ ନିଜର କଡା ବୟାନ ପାଇଁ ପରିଚିତ । ଶନିବାର ସେ ଟ୍ୱିଟରରେ ଏକ ମଜାଦାର ପୋଷ୍ଟ ଶେୟାର କରିଛନ୍ତି । ଏହି ପୋଷ୍ଟ ତାଙ୍କର ଏକ ଫିଲ୍ମ ସହ ଜଡିତ ଥିଲା, ମାତ୍ର ସେ ଏହି ପୋଷ୍ଟରେ କ୍ୟାପଶନ ଲେଖି ଟ୍ରୋଲ ହୋଇଛନ୍ତି ।

ସେହି ଫଟୋରେ କ୍ୟାପଶନ ଥିଲା ଏହା କେଉଁ ଫିଲ୍ମ ଅଟେ ଏବଂ ଏଥିରେ ଥିବା ଅଭିନେତ୍ରୀଙ୍କୁ ସେ ଚିହ୍ନି ନ ପାରିଥିବା ଲେଖିଥିବାରୁ ଋଷି କପୂର ଟ୍ରୋଲ ହୋଇଛନ୍ତି । ତାଙ୍କର ଏହି ପ୍ରଶ୍ନର ଉତ୍ତର ଥିଲା ସତ ମିଛୁଆ, କାରଣ ସ ମଜାରେ ଏଭଳି ଲେଖିଥିଲେ ।

ନିଜ ‘ଚାନ୍ଦନୀ’କୋଷ୍ଟାରଙ୍କୁ ନ ଚିହ୍ନିବାରୁ ଶ୍ରୀଦେବୀଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଟ୍ରୋଲ କରିଛନ୍ତି । ଏଠାରେ ଆମେ କହିରଖୁଛୁ ଯେ ଋଷି କପୂର ଶ୍ରୀଦେବୀଙ୍କ ସହ ୧୦ରୁ ଅଧିକ ଫିଲ୍ମ କରିଛନ୍ତି ଏବଂ ତାଙ୍କର ଏହି ଯୋଡିକୁ ଫ୍ୟାନ୍ସମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More