Only for Entertainment

ରିଲିଜ ହେଲା ହ୍ୟୁମାନ ଏବଂ ସୋହିନୀଙ୍କ କଣ୍ଠରେ ଏକ ରୋମାଂଟିକ ଆଲବମ !

youtube
0 85

କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଆଉ ଏକ ମନଛୁଆଁ ଗୀତ ଏବେ ଶୁଣିବାକୁ ମିଳିଛି । ଗୀତର ଟାଇଟଲ୍ ରହିଛି ପ୍ୟାର୍ କା ସିଗ୍ନାଲ୍ । ଏହି ଗୀତରେ ହ୍ୟୁମାନଙ୍କ ସହ କଣ୍ଠଶିଳ୍ପୀ ସୋହିନୀ ମିଶ୍ରଙ୍କ ଗାୟିକି ମଧ୍ୟ ଶୁଣିବାକୁ ମିଳିଛି ।

ଶ୍ୟାମ୍ ସୁନ୍ଦର୍ ସିଂଙ୍କ ଲିରିକ୍ସ ଓ ସନ୍ତୋଷ କୁମାର୍ ଝାଙ୍କ ସଙ୍ଗୀତ ଏହି ଗୀତକୁ କରିଛି ଆହୁରି ଆକର୍ଷଣୀୟ । ଇଂଟର୍ନେଟରେ ଗୀତର ଚାହିଦା ବଢିବାରେ ଲାଗିଛି । ଓଡିଆ ସ୍ରୋତା ଏହି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More