Only for Entertainment

ସଲମାନ ରିଜିଜୁ ଏବଂ ପେମା ଖାଂଡୁଙ୍କ ସହ ଚଲାଇଲେ ସାଇକେଲ, ଫଟୋ ଭାଇରାଲ !

35

ସୁପରଷ୍ଟାର ସଲମାନ ଖାନ ଏପରି ଅନେକ ସମୟରେ ସାଇକେଲ ଚଲାଉଥିବାର ନଜର ଆସନ୍ତି, କିନ୍ତୁ ଏଥର ସେ ସାଇକେଲ ଚଲାଉଥିବାର ନଜର ଆସିଲେ ଉତ୍ତର ପୂର୍ବ ଇଲାକାରେ । ତାଙ୍କ ସହ କେନ୍ଦ୍ରୀୟ ମନ୍ତ୍ରୀ କିରନ ରିଜିଜୁ ଏବଂ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଂଡୁ ମଧ୍ୟ ନଜର ଆସିଥିଲେ । ସଲମାନ ସାଇକେଲ ଚଲାଇ ସେଠାକାର ସୁନ୍ଦର ପରିବେଶ ଉପଭୋଗ କରିବା ସହ ପୂରା ଦିନ ବିତାଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଅରୁଣାଚଳ ପ୍ରଦେଶ ପର୍ଯ୍ୟଟନ ବ୍ରାଣ୍ଡ ଆମ୍ବାସାଡର ହୋଇଛନ୍ତି ସଲମାନ । ସେ ଏଠାରେ ମେଚୁକା ଆଡଭେଂଚର ଫେଷ୍ଟିଭାଲ ଆରମ୍ଭରେ ପହଂଚିଥିଲେ ଯାହା ଆସନ୍ତା ଗୁରୁବାର ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More