Only for Entertainment

କିଙ୍ଗ ଖାନ ଲାଡଲୀ ସୁହାନାଙ୍କ ବୋଲ୍ଡ ଫଟୋ ଦେଖି କିଛି ଏଭଳି ଦେଲେ ପ୍ରତିକ୍ରିୟା !

0 32

ବଲିଉଡ ଅଭିନେତା ଶାହରୁଖ ଖାନ ନିଜ ଲାଡଲୀ ସୁହାନା ଖାନଙ୍କ ଡେବ୍ୟୁ ଫଟୋସୁଟକୁ ଖୁବ ଖୁସି ଥିବା ନଜର ଆସିଛନ୍ତି ଏବଂ ଶାହରୁଖ ତାଙ୍କ ଇନଷ୍ଟାଗ୍ରାମ ପେଜରେ ଭୋଗ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଝିଅ ପାଇଁ ଇମୋସନାଲ ମେସେଜ ଲେଖିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ବଲିଉଡରେ ଡେବ୍ୟୁ ପୂର୍ବରୁ ଲୋକଙ୍କ ହୃଦୟରେ ଯାଦୁ କରୁଛନ୍ତି । ପ୍ରାୟତଃ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାୟରାଲ ହୋଇଥାଏ ଏବଂ ଯାହାକୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ।


ସୁହାନା ଏବେ ଇଂଲଣ୍ଡରେ ନିଜର ଗ୍ରାଜୁଏସନ କରୁଛନ୍ତି ଏବଂ ବ୍ରେକରେ ଏବେ ମୁମ୍ବାଇ ଆସିଛନ୍ତି । ପୁଣି ଫେରି ସୁହାନା ପରୀକ୍ଷା ଦେବା ପରେ ଇଣ୍ଡଷ୍ଟ୍ରିକୁ ଡେବ୍ୟୁ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More