Only for Entertainment

ଶର୍ଲିନ ଚୋପ୍ରା: ରାମଗୋପାଲ ବର୍ମା ମୋତେ ପଠାଇଥିଲେ କୁକୁର ସହିତ ହୋଇଥିବା ଅଶ୍ଳୀଳ ଭିଡ଼ିଓ

hindirush
241

ବଲିଉଡ ଅଭିନେତ୍ରୀ ଶର୍ଲିନ ଚୋପ୍ରା ବର୍ତ୍ତମାନ ତାଙ୍କର ସମସ୍ତ ଧ୍ୟାନ ଅନଲାଇନ ତଥ୍ୟ ଉପରେ ଦେଉଛନ୍ତି । ସେ ତାଙ୍କ ୱେବସାଇଟ ପ୍ରସ୍ତୁତ କରିଛନ୍ତି ଏବଂ ସେ ଅଧିକାଂଶ ସମୟରେ ତାଙ୍କ ଫ୍ୟାନ୍ସଙ୍କ ସହିତ ହଟ ଭିଡ଼ିଓ ଶେୟାର କରନ୍ତି । ନିକଟରେ ଶର୍ଲିନଙ୍କ ଏକ ଗୀତ କତାର’ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

ନିକଟରେ ଏକ ଇଂଟରଭ୍ୟୁରେ ଅଭିନେତ୍ରୀ ଫିଲ୍ମ ନିର୍ମାତା ରାମଗୋପାଲ ବର୍ମାଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ଶର୍ଲିନଙ୍କ କହିବା ଅନୁସାରେ ଏହା ୨୦୧୬ ମସିହାର କଥା । ମୁଁ ରାମଗୋପାଲ ବର୍ମାଙ୍କୁ ଏକ ମେସେଜ ପଠାଇଥିଲି, ଏବଂ ସେଥିରେ ମୋ ଫଟୋ ପଠାଇ ଲେଖିଥିଲିଯେ ସାର, ମୁଁ ଆପଣଙ୍କ ଅଗାମୀ ଫିଲ୍ମ ପାଇଁ କାମ କରିପାରିବି? ସେ ମୋତେ ସ୍କ୍ରିପ୍ଟ ପଠାଇ ପଢିବାକୁ କହିଲେ । ମୁଁ ସ୍କ୍ରିପ୍ଟ ପଢି କହିଲି ସାର ଏଥିରେ ତ କେବଳ ସେକ୍ସ ସିନ ଅଛି, ଆଉ କୌଣସି ସିନ ନାହିଁ । ସେ କହିଲେ କେବଳ ଏହା ଅଛି, ଯଦି ଆଗ୍ରହୀ କୁହ ।

ଶର୍ଲିନ କହିଲେ ସାର ଏଭଳି କିପରି ହୋଇପାରିବ? ଏହା ସହିତ ରାମଗୋପାଲ ତାଙ୍କୁ କୁକରର ଏକ ଭିଡ଼ିଓ ପଠାଇ ଲେଖିଥିଲେଯେ ମଣିଷ ହେଉ ବା ଜୀବ ଏହା ପ୍ରାକୃତିକ, ସମସ୍ତେ ଏହାର ଆନନ୍ଦ ନିଅନ୍ତି । ଯାହାପରେ ଶର୍ଲିନ ଫିଲ୍ମ ନିର୍ମାତାଙ୍କ ଠାରୁ ଦୂରେଇ ଯାଇଥିଲେ ଏବଂ ତାଙ୍କ ସଂସ୍ପର୍ଶରେ ଆସିନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More