Only for Entertainment

ଲୋକସଭା ନିର୍ବାଚନ ମଧ୍ୟରେ ଶର୍ଲିନ ଚେପ୍ରାଙ୍କ ମ୍ୟୁଜିକ ଭିଡିଓ ଭାଇରାଲ, ନିଆରା ଅନ୍ଦାଜରେ ଭୋଟ ଦେବା ପାଇଁ କଲେ ଅପିଲ

Bollywood Couch
5

ସୋସିଆଲ ମିଡିଆରେ ଶର୍ଲିନ ଚୋପ୍ରା ନିଜର ବୋଲ୍ଡନେସ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ହଟ ଏବଂ ବୋଲ୍ଡ ଫଟୋକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଏ । ଇତି ମଧ୍ୟରେ ଶର୍ଲିନ ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶର୍ଲିନ ଚୋପ୍ରା ବୋଲ୍ଡ ଅନ୍ଦାଜରେ ଭାଟ ଦେବା ପାଇଁ ଲୋକଙ୍କୁ ଅପିଲ କରୁଛନ୍ତି । ଏହି ଗୀତର ଟାଇଟେଲ ରହିଛି ‘ଭୋଟ ଡାଲ’ ।

ଦେଖନ୍ତୁ ଭିଡିଓ-

କିଛି ଘଣ୍ଟା ପୂର୍ବେ ରିଲିଜ ହୋଇଥିବା ଏହି ମ୍ୟୁଜିକ ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି । ସାଧାରଣତଃ ଶର୍ଲିନ ଫିଲ୍ମରେ ନଜର ଆସୁନାହାଁନ୍ତି ସତ କିନ୍ତୁ କୌଣସି ବଲିଉଡ ଷ୍ଟାରଙ୍କ ଠାରୁ ତାଙ୍କ ପପୁଲାରିଟି କମ ନୁହେଁ । ସେ ସର୍ବଦା ନିଜର ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More