Only for Entertainment

ଲୋକସଭା ନିର୍ବାଚନ ମଧ୍ୟରେ ଶର୍ଲିନ ଚେପ୍ରାଙ୍କ ମ୍ୟୁଜିକ ଭିଡିଓ ଭାଇରାଲ, ନିଆରା ଅନ୍ଦାଜରେ ଭୋଟ ଦେବା ପାଇଁ କଲେ ଅପିଲ

Bollywood Couch
26

ସୋସିଆଲ ମିଡିଆରେ ଶର୍ଲିନ ଚୋପ୍ରା ନିଜର ବୋଲ୍ଡନେସ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ହଟ ଏବଂ ବୋଲ୍ଡ ଫଟୋକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଏ । ଇତି ମଧ୍ୟରେ ଶର୍ଲିନ ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶର୍ଲିନ ଚୋପ୍ରା ବୋଲ୍ଡ ଅନ୍ଦାଜରେ ଭାଟ ଦେବା ପାଇଁ ଲୋକଙ୍କୁ ଅପିଲ କରୁଛନ୍ତି । ଏହି ଗୀତର ଟାଇଟେଲ ରହିଛି ‘ଭୋଟ ଡାଲ’ ।

ଦେଖନ୍ତୁ ଭିଡିଓ-

କିଛି ଘଣ୍ଟା ପୂର୍ବେ ରିଲିଜ ହୋଇଥିବା ଏହି ମ୍ୟୁଜିକ ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି । ସାଧାରଣତଃ ଶର୍ଲିନ ଫିଲ୍ମରେ ନଜର ଆସୁନାହାଁନ୍ତି ସତ କିନ୍ତୁ କୌଣସି ବଲିଉଡ ଷ୍ଟାରଙ୍କ ଠାରୁ ତାଙ୍କ ପପୁଲାରିଟି କମ ନୁହେଁ । ସେ ସର୍ବଦା ନିଜର ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More