ଶ୍ରଦ୍ଧା କପୁରଙ୍କ ହଟ ଅନ୍ଦାଜ ସୋସିଆଲ ମିଡିଆରେ ମଚାଇଲା ଧମାକା, ଦେଖନ୍ତୁ !
ନିକଟରେ ଅଭିନେତ୍ରୀ ଶ୍ରଦ୍ଧା କପୂର ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ଅସଲରେ ସେ ଅନେକ ସମୟରେ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି, ଯାହାକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରନ୍ତି । ଏହା ସହ ଏକ ଖବର ସାମ୍ନା କୁ ଆସିଛି ଯେ ଶ୍ରଦ୍ଧା ନିଜ ଫଟୋସୁଟ କରାଇଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏଠାରେ ଆମେ କହି ରଖୁଛୁ ଯେ ଏହି ଫଟୋସୁଟ ଫେମସ ଫଟୋଗ୍ରାଫର ଡ଼ବୁ ରତ୍ନନି କରିଛନ୍ତି ।
ଏହି ଫଟୋରେ ଶ୍ରଦ୍ଧା ବାଇକରେ ବସିଥିବାର ନଜର ଆସିଛନ୍ତି ।
ଶ୍ରଦ୍ଧାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବାରମ୍ବାର ଦେଖାଯାଉଛି ।