Only for Entertainment

କିଛି ଏହି ଅନ୍ଦାଜରେ ‘ଛିଛୋରେ’ର ସେଟରେ ନଜର ଆସିଲେ ଶ୍ରଦ୍ଧା-ସୁଶାନ୍ତ, ଭାଇରାଲ ହେଉଛି ଫଟୋ

bollywood tadka
23

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତା ସୁଶାନ୍ତ ସିଂ ରାଜପୁତ ଖୁବ ଶୀଘର ଫିଲ୍ମ ‘ଛିଛୋରେ’ରେ ଏକା ସହିତ ନଜର ଆସିବେ । ଦୁହେଁ ଏବେ ଏହି ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ଫିଲ୍ମର ସୁଟିଂ ସେଟରୁ କିଛି ଫଟୋ ସାମ୍ନାକୁ ଆସିଛି । ଏହି ଫଟୋ ଗୁଡିିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହବୋରେ ଲାଗିଛି ।

sharddha kapoor

ଫଟୋରେ ପୂରା ଟିମ ମସ୍ତି ମୁଡରେ ନଜର ଆସିଛନ୍ତି । ଫଟୋରେ ଶ୍ରଦ୍ଧାଙ୍କୁ ସିମ୍ପଲ ଅନ୍ଦାଜରେ ଦେଖିବାକୁ ମିଳିଥିବା ବେଳେ ସୁଶାନ୍ତଙ୍କୁ କୁଲ ଲୁକରେ ଦେଖିବାକୁ ମିଳିଛି ।

କହିରଖୁଛୁ ଯେ, ଫିଲ୍ମ ‘ଛିଛୋରେ’ରେ ଶ୍ରଦ୍ଧା କପୁର, ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟତିତ ବରୁଣ ଶର୍ମା ଏବଂ ପ୍ରତିକ ବବର ମଧ୍ୟ ନଜର ଆସିବେ । ଫିଲ୍ମରୁ ସାଜିଜ ନାଡିଆୱାଲା ପ୍ରଡ୍ୟୁସ କରୁଥିବା ବେଳେ ନିତେଶ ତିୱାରୀ ନିର୍ଦ୍ଦେଶନା ଦେଉଛନ୍ତି । ଖବର ଅନୁସାରେ ଫିଲ୍ମ ଚଳିତ ବର୍ଷ ଅଗଷ୍ଟ ୩୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More