Only for Entertainment

ହାଉସଫୁଲ ୪ ପାଇଁ ବବି ଦେଓଲ ଅକ୍ଷୟଙ୍କ ସହିତ ସୁଟ କଲେ ଗୀତ,ଦେଖନ୍ତୁ ଫଟୋ ।

aajtak
0 29

ହାଉସଫୁଲର ସିଜନ ୪ର ସୁଟିଂ ଆରମ୍ଭ ହୋଇସାରିଛି । ନିକଟରେ ସୁଟିଂ ଦ୍ୱାରା ଫଟୋ ଜାରି କରାଯାଇଛି । ଏହି ଫଟୋରେ ଅକ୍ଷୟ ଓ ବବିଙ୍କ ସହିତ ରିତେଶ ଦେଶମୁଖ ନଜର ଆସିଛନ୍ତି ।

ଫଟୋରେ ଷ୍ଟାରକାଷ୍ଟଙ୍କ ସହିତ ଫରାହା ଖାନ ମଧ୍ୟ ଅଛନ୍ତି । ଫିଲ୍ମର ଏହି ଗୀତକୁ ଫରାହା କୋରିଓଗ୍ରାଫି କରିଛନ୍ତି । ସୋହେଲ ସେନ ଏହାକୁ କମ୍ପୋଜ କରିଛନ୍ତି ।

 


ଏହା ବ୍ୟତୀତ ଫିଲ୍ମର ସୁଟିଂ ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More