Only for Entertainment

ପରିବାର ସହିତ ଆଉଟିଙ୍ଗରେ ବାହାରିଲେ ସନି ଲିଓନ, ପରିବାର ସହିତ ନଜର ଆସିଲା କାଜୁଆଲ ଲୁକ ।

38

ଗତ ରବିବାର ସଂଧ୍ୟାରେ ସନି ଲିଓନ ପତି ଡାନିଏଲ ଏବଂ ପିଲାଙ୍କ ସହିତ ଆଉଟିଙ୍ଗରେ ବାହାରିଥିଲେ । ସନି କଳା ରଙ୍ଗର ଟି ସର୍ଟ ସହିତ ପାଉଁଶିଆ ରଙ୍ଗର ଷ୍ଟାଇଲିସ ପ୍ୟାଂଟରେ ନଜର ଆସିଛନ୍ତି । ଡାନିଏଲ ମଧ୍ୟ ପ୍ରତିଥର ଭଳି କାଜୁଆଲ ଲୁକରେ କୁଲ ଅନ୍ଦାଗରେ ନଜର ଆସିଛନ୍ତି ।

ଦୁଇଜଣ ପିଲାଙ୍କ ସହିତ କ୍ୱାଲିଟି ସମୟ ବିତାଉ ଥିବାର ନଜର ଆସିଛନ୍ତି ।

ସନି ଏବଂ ତାଙ୍କର ଦୁଇ ପିଲା ଖୁବ କ୍ୟୁଟ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More