Only for Entertainment

ଠଗ୍ସ ଅଫ ହିନ୍ଦୋସ୍ତାନ : ରିଲିଜ ହେଲା ଗୀତ ‘ସୁରୈୟା’ ଟିଜର ।

bollywood life
36

ଅମିର ଖାନ , ଅମିତାଭ ବଚ୍ଚନ ଏବଂ କ୍ୟାଟ୍ରିନା କୈଫଙ୍କ ଷ୍ଟାରର ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନର ପ୍ରଥମ ଗୀତ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଏବେ ଫିଲ୍ମର ଦ୍ୱିତୀୟ ଗୀତ ‘ସୁରୈୟା’ର ଟିଜରକରୁ ରିଲିଜ କରାଯାଇଛି । ଗୀତରେ କ୍ୟାଟ୍ରିନା ଖୁବ ଗ୍ଲାମର ଓ ଅନ୍ଦାଜରେ ନଜର ଆସିଛନ୍ତି । ଅନ୍ୟ ପକ୍ଷରେ ଅମିର ଖାନଙ୍କୁ ଫିରଙ୍ଗି ଡ୍ରେସଅଫରେ ଦେଖିବାକୁ ମିଳିଛି ।

ଏହ ଗୀତକୁ ଅଜୟ-ଅତୁଲ କମ୍ପୋଜ କରିଥିବା ବେଳେ ଏହାର ଲିରିକ୍ସ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ଗୀତରେ ଭିଶାଲ ଦଦଲାନୀ ଏବଂ ଶ୍ରେୟା ଘୋଷାଲଙ୍କ ଭଏଂସ ଶୁଣିବାକୁ ମିଳିଛି । ଗୀତରେ କ୍ୟାଟ୍ରିନାଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ସେହିପରି ଅମିରଙ୍କର ଲୁକ୍ସ ମଧ୍ୟ ଜବରଦସ୍ତ ରହିଛି । ଫିଲ୍ମ ୮ ନଭେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More