Only for Entertainment

ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ଫିଲ୍ମ ‘ଟୋଟାଲ ଧମାଲ’ର ନୂଆ ପୋଷ୍ଟର, ୩ଦିନ ପରେ ରିଲିଜ ହେବ ଟ୍ରେଲର

insta pic of ajaydevgn
7

ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଫିଲ୍ମ ‘ଟୋଟାଲ ଧମାଲ’କୁ ନେଇ ଏବେ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଫିଲ୍ମ ସିମ୍ବା ପରେ ଅଜୟ ଦେବଗନ ‘ଟେଟାଲ ଧମାଲ’ ଜରିଆରେ ବକ୍ସ ଅଫିସରେ ଧମାଲ ମଚାଇବା ପାଇଁ ଆସୁଛନ୍ତି । କିଛି ସମୟ ପୂର୍ବରୁ ଫିଲ୍ମର ନୂଆ ପୋଷ୍ଟର ସାମ୍ନାକୁ ଆସିଛି । ଏହି ପୋଷ୍ଟରରେ ଫିଲ୍ମର ପୂରା ଷ୍ଟାର କାଷ୍ଟ ନଜର ଆସିଛନ୍ତି । ଏହିି ଫଟୋକୁ ଅଜୟ ଦେବଗନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହିତ ସେ ଫିଲ୍ମର ଟ୍ରେଲର ରିଲିଜ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ।

 

View this post on Instagram

 

Aaj se hoga sirf #TotalDhamaal. Gear up for The Wildest Adventure Ever!! Trailer out on 21st Jan.

A post shared by Ajay Devgn (@ajaydevgn) on

ସାମ୍ନାକୁ ଆସିଥିବା ଫଟୋରେ ଯେଉଁଭଳି ଭାବେ ପୂରା କଳକାର ନଜର ଆସିଛନ୍ତଚି ତାକୁ ଦେଖିବା ପରେ ଲାଗୁଛି ଯେ , ଫିଲ୍ମର କାହାଣୀ ଜଙ୍ଗଲ ଚାରିପାଖରେ ଘୂରିବୁଲୁଛି । ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତିତ ଅନିଲ କପୁର, ମାଧୁରୀ ଦିକ୍ଷୀତ, ଜନି ଲିଭର, ଅର୍ସଦ ବାର୍ସି , ଜାବେଦ ଜାଫରି , ରିତେଶ ଦେଶମୁଖଙ୍କ ପରି କଳାକାର ନଜର ଆସିବେ । ଫିଲ୍ମର ଟ୍ରେଲର ୨୧ ଜାନୁଆରିରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More