Only for Entertainment

ସାମ୍ନାକୁ ଆସିଲା ଗିନି ଚତରଥ-କପିଲ ଶର୍ମାଙ୍କ ଫଟୋ, ଏହି ଅନ୍ଦାଜରେ ନଜର ଆସିଲେ କପଲ

BollywoodShaadis
18

କମେଡି କିଙ୍କ କପିଲ ଶର୍ମା ଏବଂ ତାଙ୍କ ପତ୍ନୀ ଗିନି ଚତରଥଙ୍କ ଘରେ ଖୁବ ଶୀଘ୍ର ଛୋଟ ଅତିଥି ଆସିବାକୁ ଯାଉଛି । ବେବିକୁ ନେଇ ଉ ତ୍ସାହିତ ଥିବା କପିଲ ଏକ ବେବି ସାୱାର ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ଦ କପିଲ ଶର୍ମା ଶୋ’ର ସମସ୍ତ ଟିମ ସହିତ ଟେଲିଭିଜନ ଏବଂ ବଲିଉଡ ଦୁନିଆରେ କିଛି କଳାକାର ସାମିଲ ଥିଲେ । ଗିନିଙ୍କ ବେବି ସାୱାରର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋରେ ଗିନି ପିଙ୍କ ଗାଉନ ଏବଂ ମୁଣ୍ଡରେ ନିଆରା ସହିତ ନଜର ଆସିଥିଲେ । ଏହା ସହିତ କପିଲ ମଧ୍ୟ ଖୁବ ଖୁସି ଦେଖାଯାଉଥିଲେ ।

ଦେଖନ୍ତୁ ଫଟୋ-

 

View this post on Instagram

 

Picture From #KapilSharma And #GinniChatrath Baby Shower #TheKapilSharmaShow #TKSS

A post shared by Kapil Sharma Universe (@kapil_sharmauniverse) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More