Only for Entertainment

ସଂପର୍କରେ ଧୋକା ଦିଅନ୍ତି ନାହିଁ ଏହି ରାଶିର ପୁରୁଷ

2,174

ଦୁଇଜଣଙ୍କ ସମ୍ପର୍କ ମଧ୍ୟରେ ଯଦି ତୃତୀୟ ବ୍ୟକ୍ତି ପ୍ରବେଶ କରେ ତେବେ ସଂପର୍କରେ ଫାଟ ସୃଷ୍ଟି ହୁଏ । କୁହାଯାଏ
ପରକୀୟା ପ୍ରୀତି ପବିତ୍ର ଦାମ୍ପତ୍ୟ ସମ୍ପର୍କକୁ ନଷ୍ଟ କରିଦିଏ। କିନ୍ତୁ ସମ୍ପର୍କର ଅର୍ଥ ବୁଝିଥିବା ବ୍ୟକ୍ତି ନିଜ ପାର୍ଟନରକୁ ଖୁବ ଭଲ ପାଆନ୍ତି । ଯାହାଦ୍ୱାରା ସଂପର୍କରେ ଭଲପାଇବା ରହେ । ତେବେ କେଉଁ ବ୍ୟକ୍ତି ଭଲପାଇବାରେ ଧୋକା ଦିଅନ୍ତି ଆସନ୍ତୁ ଆଲୋଚନା କରିବା ।

ଵୃଷରାଶି : ଏହି ରାଶିର ପୁଅମାନେ ଟିକେ ରାଗି, କିନ୍ତୁ ନିଜ ସ୍ତ୍ରୀକୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି ଏବଂ ଉପହାର ଦେବାକୁ ଭଲପାଇଥାନ୍ତି I

କର୍କଟ ରାଶି:  ଏହି ରାଶିର ପୁଅମାନେ ସ୍ଵଭାଵରେ ଟିକେ ଅଧିକ ରାଗି କିନ୍ତୁ ନିଜ ଜୀବନସାଥୀର ଅନେକ ଯତ୍ନ ନେଇଥାନ୍ତିI ଏମାନେ କେବେ ହେଲେ ନିଜ ଜୀବନସାଥୀକୁ ଧୋକା ଦିଅନ୍ତି ନାହିଁ।

ତୁଳାରାଶି: ଏହି ରାଶିର ପୁଅମାନେ ବହୁତ ରୋମାଣ୍ଟିକ । ଏମାନେ ନୀଜ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି। ତାଙ୍କୁ ଖୁସି କରିବା ଲାଗି ନାନା ଉପାୟ କରନ୍ତି। ଜୀବନର ଯେ, କୌଣସି ପରିସ୍ଥିତିରେ ବି ଏମାନେ ଜୀବନସାଥୀର ସାଥ ଦେବାକୁ ପଛାନ୍ତି ନାହିଁI

ସିଂହ ରାଶି: ଏହି ରାଶିର ପୁଅମାନଙ୍କ ବ୍ୟକ୍ତିତ୍ୱ ଟିକେ ନିଆରା। ଝିଅମାନେ ଏମାନଙ୍କ ସ୍ୱାଭାବ ପ୍ରତି ଆକର୍ଷିତ ହେଇଥାନ୍ତି I ଏମାନେ ସଚ୍ଚା ଜୀବନସାଥୀ ହୋଇଥାନ୍ତି ଓ ଅନ୍ୟ ମହିଳାଙ୍କୁ ଆଡ଼ ଆଖିରେ ବି ଚାହାଁନ୍ତି ନାହିଁ।

କୁମ୍ଭ ରାଶି:  ଏହି ରାଶିର ପୁଅମାନେ ନିଜ ଜୀବନସାଥୀ ପ୍ରତି ଅଧିକ ବିଶ୍ୱାସି ହୋଇଥାନ୍ତି। ଦୁନିଆର ସବୁ ଖୁସି ନିଜ ସ୍ତ୍ରୀକୁ  ଦେବା ପାଇଁ ବହୁତ ଚେଷ୍ଟା କରନ୍ତିI ଏମାନେ ନିଜ ସ୍ତ୍ରୀର ସମସ୍ତ ସ୍ୱପ୍ନ ପୂରା କରିବାରେ ବିଶ୍ୱାସ ରଖନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More