Only for Entertainment

ଇଶା ଅମ୍ବାନୀଙ୍କ ସଂଗୀତରେ ନାଚିବେ ପ୍ରିୟଙ୍କା ଚୋପ୍ରା !

26

ଆଜିକାଲି ପ୍ରିୟଙ୍କା ଚୋପ୍ରା ଏବଂ ନିକ ନିଜ ବିବାହକୁ ନେଇ ବ୍ୟସ୍ତ ଅଛନ୍ତି ଏବଂ ଏହାସହ ସେ ଆଉ ଏକ ବିବାହ ପ୍ରସ୍ତୁତିକୁ ନେଇ ମଧ୍ୟ ବ୍ୟସ୍ତ ଅଛନ୍ତି । ଖବର ମୁତାବକ ପ୍ରିୟଙ୍କା ଚୋପ୍ରା ଡିସେମ୍ବରରେ ହେବାକୁ ଥିବା ଇଶା ଅମ୍ବାନୀଙ୍କ ସଂଗୀତରେ ପରଫର୍ମ କରିବେ । ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ପୂର୍ବେ ଇଟାଲୀର ଲୋକକୋମୋରେ ଇଶା ଏବଂ ଆନନ୍ଦଙ୍କ ନିର୍ବନ୍ଧରେ  ଜବରଦସ୍ତ ପାର୍ଟି ହୋଇଥିଲା ।

ଏବେ ଅନୁମାନ ହେଉଛି ଯେ ସଂଗୀତରେ ମଧ୍ୟ ଜବରଦସ୍ତ ମଜା ଦେଖିବାକୁ ମିଳିବ । ଏହି ପାର୍ଟିରେ ଅନେକ ବଲିଉଡ କଳାକାର ସାମିଲ ହେବେ । ଏଠାରେ ଆମେ କହି ରଖୁଛୁ ଯେ ୧୨ଡିସେମ୍ବର ୨୦୧୮ରେ ବିବାହ କରିବାଙ୍କୁ ଯାଉଛନ୍ତି ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ । ମାତ୍ର ଏବେ ପର୍ଯ୍ୟନ୍ତ ଏହି ବିବାହର କୌଣସି ବେଶର ଖବର ସାମ୍ନାକୁ ଆସିନାହିଁ । ମାତ୍ର ପ୍ରିୟଙ୍କା ଏବଂ ନିକ ଖୁବ ଶୀଘ୍ର ରାଜସ୍ଥାନର ଯୋଧପୁରରେ ବିବାହ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More